ଧାନ ମଳା ମେସିନ୍ ରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

ଧାନ ମଳା ମେସିନ୍ ରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ, ଜିରାବାଡି ଗାଁ ନିକଟର ଘଟଣା ।

ଭଂଜନଗର : ଧାନ ମଳା ମେସିନ୍ ରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ, ଜିରାବାଡି ଗାଁ ନିକଟର ଘଟଣା । ମୃତ ଶ୍ରମିକ ବୁଲୁ ପାତ୍ର । ଅସାବଧାନତା ବଶତଃ, ଏଭଳି ଘଟିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.