ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକଙ୍କ ମାଡ଼, ପ୍ରଯୋଜକଙ୍କ ନାଁରେ ଥାନାରେ ମାମଲା

ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ମାମଲା । ସାମ୍ବାଦିକା ଦେବସ୍ମିତା ରାଉତ ଆଣିଲେ ଅଭିଯୋଗ ।

ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ମାମଲା । ସାମ୍ବାଦିକା ଦେବସ୍ମିତା ରାଉତ ଆଣିଲେ ଅଭିଯୋଗ । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏନେଇ ଖାରବେଳ ନଗର ଥାନାରେ ହୋଇଛି ଅଭିଯୋଗ । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.