Below header

ପୁଣି ମାତିଲେ ଲାଲ୍‌ବାହିନୀ, ତେଲେଙ୍ଗାନା ଭଦ୍ରାଦି ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

ମାଲକାନଗିରି(କେନ୍ୟୁଜ୍): ପୁଣି ମାତିଲେ ଲାଲ୍‌ବାହିନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଭଦ୍ରାଦି ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ। ତିପାପୁରମ ନିକଟରେ ଥିବା ଏକ କଲଭର୍ଟକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ମାଓବାଦୀ। ଅଳ୍କକେ ବର୍ତ୍ତିଲେ CRPF ଯବାନ। CRPF କ୍ୟାମ୍ପରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି । ଯବାନମାନେ ତିପାପୁରମରୁ ପାମେଡକୁ କମ୍ବିଂ ଅପରେସନ୍‌ରେ ଯିବାବେଳେ ଏହି ହିଂସାକାଣ୍ଡ ଘଟିଛି। ସେପଟେ ଆଜି ମାଓବାଦୀମାନେ ଛତିଶଗଡ଼ରେ ଭାରତ ବନ୍ଦ ଡାକରା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.