ଫ୍ରାଇଡେ ରିଲିଜ୍ରେ ଆଜି ହଲ୍କୁ ଆସୁଛି ହାଇ ବଜେଟ୍ ଫିଲ୍ମ ‘ସାହୋ’

ଆଜି ଫ୍ରାଇଡେ ରିଲିଜ୍ରେ ହଲ୍କୁ ଆସୁଛି ମୋଷ୍ଟ ଆୱେଟେଡ୍ ମୁଭି ସାହୋ। ଫିଲ୍ମରେ ବେଶ୍ ଜମିଛି ପ୍ରଭାସ ଓ ଶ୍ରଦ୍ଧାଙ୍କ କେମେଷ୍ଟ୍ରି । ବାହୁବଳୀ ପରେ ସାହୋ ଜରିଆରେ ପୁଣି ବଲିଉଡରେ ଦେଖିବାକୁ ମିଳିବ ପ୍ରଭାସଙ୍କ ଜଲଓ୍ଵା । ଶ୍ରଦ୍ଧା ଓ ପ୍ରଭାସଙ୍କ ସହ ଜ୍ୟାକି ଶ୍ରଫ, ମହେଶ ମାଞ୍ଜରେକର, ଚଙ୍କି ପାଣ୍ଡେ, ନୀଲ ନୀତିନ ମୁକେଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।