Below header

କୋରାପୁଟ ବୈପାରୀଗୁଡା ଚତାମ୍ବ ଗାଁରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ଚତାମ୍ବ ଗାଁରୁ ବିସ୍ଫୋରକ ଜବତ କରିଛି ବିଏସଏଫ୍‌-୧୫୧ ବାଟାଲିୟନ । ସନ୍ଦେହଜନକ ଭାବେ ରାସ୍ତାକଡରେ ୨ଟି ବ୍ୟାଗ ଜବତ କରାଯାଇଥିଲା।

ସେଥିରେ ୩ଟି ଟିଫିନ ବୋମା, ୪୭ଟି ଜିଲେଟିନ୍‌ ଷ୍ଟିକ୍‌, ୪୨ଟି ଡିଟୋନେଟର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଥିବା ସୂଚନା ଦେଇଛନ୍ତି ଜୟନୁର ଏସଡିପିଓ। ବୈପାରୀଗୁଡା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ନିଜେ ଏସଡିପିଓ ଅରୂପ ଅଭିଷେକ ବେହେରା ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.