BSF ଏବଂ DRG ଯବାନଙ୍କ ମିଳିତ ଅପରେସନ, ମାଓ ବନ୍ଧୁକ କାରଖାନା ଠାବ ସହ ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି : ମାଓ ବନ୍ଧୁକ କାରଖାନା ଠାବ । BSF ଏବଂ DRG ଯବାନଙ୍କ ମିଳିତ ଅପରେସନକୁ ମିଳିଛି ସଫଳତା । ମାଓବାଦୀ ତିଆରି ବନ୍ଧୁକ କାରଖାନା ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ସୋନପୁର କୋହମେଟାଲା ଘଞ୍ଚ ଜଙ୍ଗଲରେ ଠାବ କରିଛନ୍ତି…