Below header

କେନ୍ଦୁଝର ଦୈତାରୀ ଜଙ୍ଗଲ ଘାଟି ରାସ୍ତାରେ ବୁଲୁଛି ବାଘ, ଯବାନ କଲେ ଭିଡିଓ

ରାସ୍ତାରେ ବୁଲୁଛି ଚିତାବାଘ । କେନ୍ଦୁଝର ହରିଚନ୍ଦନପୁର ଦୈତାରୀ ଜଙ୍ଗଲର ଘାଟି ରାସ୍ତାରେ ଏକ ଚିତାବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଓଏମ୍‌ସି ଲିଜ୍ ଅଧିନ ବଳିପର୍ବତ େଓ୍ଵଲକମ୍ ଗେଟ୍‌ରୁ ଦୈତାରୀ ଟାଉନ୍‌ସିପ୍‌କୁ ଲମ୍ବିଥିବା ଘାଟି ରାସ୍ତାରେ ବାଘ ବୁଲୁଛି । ଓଏମ୍‌ସି ନିରାପତ୍ତା ଦାୟିତ୍ୱରେ ଥିବା ଯବାନମାନେ ବାଘଟିକୁ ଦେଖି ଏହାର ଭିଡିଓ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.