ଗୁଳି ଫୁଟାଇ ଭଦ୍ରକ ଆରଡ଼ି ଛକରେ ଥିବା ଏକ ମେଡିସିନ୍‌ ଷ୍ଟୋରରୁ ଲୁଟ୍‌

ଭଦ୍ରକ(କେନ୍ଯୁଜ୍): ଗୁଳି ଫୁଟାଇ ମେଡିସିନ୍‌ ଷ୍ଟୋରରୁ ଲୁଟ୍‌। ଭଦ୍ରକ ଆରଡ଼ି ଛକରେ ଏକ ମେଡିସିନ୍‌ ଷ୍ଟୋରରୁ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ୩ଟି ମୋାବଇଲ ସହ ୧୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ୭ ଜଣ ଲୁଟେରା ଆସି ଗୁଳି ଫୁଟାଇଥିଲେ।

ପରେ କର୍ମଚାରୀଙ୍କୁ ଭୟଭୀତ କରି ମୋବାଇଲ ଓ ଟଙ୍କା ଲୁଟିନେଇଥିଲେ । ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଗୁଳି ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.