Below header

ମଧୁସ୍ମିତା ଆଚାର୍ଯ୍ଯ ଭୁବନେଶ୍ବର କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଚାଲିଛି ନାମାଙ୍କନ ପତ୍ର ଦାଖଲ। ପୌରାଞ୍ଚଳ ଭୋଟ ପାଇଁ ଜମୁଛି ଆଶାୟୀଙ୍କ ଭିଡ । ନେତାଙ୍କ ଘରେ ଜମୁଛି ଗହଳି।

ତେବେ ଅପେକ୍ଷାର ଅନ୍ତ ଘଟାଇ ଆଜି ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ୍। ମଧୁସ୍ମିତା ଆଚାର୍ଯ୍ଯ ହୋଇଛନ୍ତି କଂଗ୍ରେସର ମେୟର ପ୍ରାର୍ଥୀ। ଏନେଇ ଘୋଷଣା କରିଛନ୍ତି କଂଗ୍ରେସ୍ ବିଧାୟକ ସୁର ରାଉତରାୟ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.