Browsing Tag

mayor

ଚଣ୍ଡିଗଡ଼ରେ ଆପ୍‌ ପ୍ରାର୍ଥୀ କୁଲଦୀପ କୁମାର ହେବେ ମେୟର, ବିଜେତା ଘୋଷଣା କଲେ ସୁପ୍ରିମ୍‌କୋର୍ଟ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି । କୋର୍ଟ ପୁରୁଣା ଫଳାଫଳକୁ ପ୍ରତ୍ୟାଖ୍ୟାନ କରି ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତି । ଶୁଣାଣି ସମୟରେ ପ୍ରଧାନ ବିଚାରପତି…

ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚିତ, ଆପ୍‌ ପାର୍ଟିର ଶେଲି ଓବରୟ ମାରିନେଲେ ବାଜି

ଦିଲ୍ଲୀରେ ଇତିହାସ ରଚିଲା ଆମ୍‌ ଆଦମୀ ପାର୍ଟି । ଦିଲ୍ଲୀ ନଗର ନିଗମରେ ୧୦ ବର୍ଷ ମଧ୍ୟରେ ପ୍ରଥମ ମହିଳା ମେୟର ନିର୍ବାଚିତ ହୋଇଛନ୍ତି । ଆପ୍ ପାର୍ଟିର ଶେଲି ଓବରୟ ମେୟର ନିର୍ବାଚନରେ ବାଜି ମାରିନେଇଛନ୍ତି । ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି। ଏମସିଡି…

ମୌସୁମୀ ପୂର୍ବରୁ ଶେଷ ହେବ କଟକ ସହରରେ ପଙ୍କ ଉଦ୍ଧାର କାର୍ଯ୍ୟ, ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲେ ମେୟର

କଟକ(କେ.ନ୍ୟୁଜ୍‌): କଟକ ସହରର ସବୁ ସମସ୍ୟାକୁ ଦୂର କରିବାକୁ ଅଣ୍ଟା ଭିଡ଼ିଛନ୍ତି ନୂଆ ମେୟର। ମୌସୁମୀ ପୂର୍ବରୁ କଟକ ସହରରେ ପଙ୍କ ଉଦ୍ଧାର ପ୍ରକ୍ରିୟା ଶେଷ କରିବାକୁ ଯୋଜନା ରଖିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଆଜି କଡ଼ା ତାଗିଦ କରିଛନ୍ତି ମେୟର ସୁବାସ ସିଂହ। କଟକ ସହରର ବିଭିନ୍ନ…

ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର(କେନ୍ୟୁଜ୍): ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ତାଙ୍କ ସହ ସମସ୍ତ କର୍ପୋରେଟର ଶପଥ ପାଠ କରିଛନ୍ତି । ଭୁବନେଶ୍ୱରକୁ ଏକ ନମ୍ବର କରାଇବା ଲକ୍ଷ୍ୟ ରହିଛି । ରାଜଧାନୀବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବୁ ବୋଲି କହିଛନ୍ତି ସୁଲୋଚନା ଦାସ । ଅନ୍ୟପଟେ କିଏ ହେବେ…

୩ଟି ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଚାଲିଛି ନାମାଙ୍କନ ପତ୍ର ଦାଖଲ। ପୌରାଞ୍ଚଳ ଭୋଟ ପାଇଁ ଜମୁଛି ଆଶାୟୀଙ୍କ ଭିଡ । ନେତାଙ୍କ ଘରେ ଜମୁଛି ଗହଳି। ଏହାରି ଭିତରେ ଆଜି ବିଜେଡିର ମେୟର ପ୍ରାର୍ଥୀ ଘୋଷଣା ହୋଇଛି। ୩ଟି ମହାନଗର ନିଗମ ପାଇଁ ମେୟର…

ବିଏମସି ମେୟର ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ : ଗତକାଲି କଂଗ୍ରେସ ପରେ ଆଜି ବିଜେଡି ଓ ବିଜେପି କରିପାରନ୍ତି ପ୍ରାର୍ଥୀ…

ଭୁବନେଶ୍ବର(କେନ୍ଯୁଜ୍): ବିଏମସି ମେୟର ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ । କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ନାଁ ଝୁଲେଇ ରଖିଛନ୍ତି । ଉଭୟ ଦଳ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିଥିବା ଜଣାପଡିଛି । ହେଲେ ପ୍ରାର୍ଥୀଙ୍କ ନାଁ ଜାଣିବାକୁ…

ମଧୁସ୍ମିତା ଆଚାର୍ଯ୍ଯ ଭୁବନେଶ୍ବର କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଚାଲିଛି ନାମାଙ୍କନ ପତ୍ର ଦାଖଲ। ପୌରାଞ୍ଚଳ ଭୋଟ ପାଇଁ ଜମୁଛି ଆଶାୟୀଙ୍କ ଭିଡ । ନେତାଙ୍କ ଘରେ ଜମୁଛି ଗହଳି। ତେବେ ଅପେକ୍ଷାର ଅନ୍ତ ଘଟାଇ ଆଜି ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ୍।…

ବିଜେପି ଏମ୍‌ପିକୁ ବିଜେଡି ଏମ୍‌ଏଲଏ : କିଏ ଜିତିବ ବିଏମସିର ସମ୍ମାନଜନକ ମେୟର ପଦ ? ରଣନୀତି ପ୍ରସ୍ତୁତିରେ ଦୁଇ ଦଳ

ଭୁବନେଶ୍ୱର : ସାଧାରଣ ଓ ବିଧାନସଭା ନିର୍ବାଚନ ସରିଥିବା ବେଳେ ଆଗକୁ ଆସୁଛି ପୌର ନିର୍ବାଚନ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ବିଜେଡି ଓ ବିଜେପି । ଭୁବନେଶ୍ୱର ମହାନଗର ନିଗମ-ବିଏମସିକୁ ଦଖଲ ପାଇଁ ଆରମ୍ଭ ହୋଇଛି କସରତ । ବିଏମସିର ସମ୍ମାନଜନକ ମେୟର ପଦ ଓ ନିଗମକୁ କିଏ…

କୁକୁରକୁ କରାଗଲା ସହରର ମେୟର, ମିଳିଲା ଭିଆଇପି ସୁବିଧା ଏବଂ ଫେସବୁକ୍ ଆଇଡ଼ି

ଲସଏଞ୍ଜଲ୍ସ : ଆମେରିକାର କାର୍ଲିଫର୍ଣ୍ଣିଆର ଇଡ଼ିଲ ବାଇଲ୍ଡ ସହରରେ ଲୋକମାନେ କୁକୁରକୁ ନିଜର ମେୟର ଭାବେ ଚୟନ କରିଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କି ଏହି ନିର୍ବାଚନରେ ହେଟାବାଘ, ଗଧ ଏବଂ ବିଲେଇ ମଧ୍ୟ ଭାଗ ନେଇଥିଲେ। କୁକୁରଟିକୁ ବର୍ତ୍ତମାନ କିଛି ସମୟ ପାଇଁ ମେୟର ଭାବେ ଚୟନ…