Below header

ନିଜ ସମସ୍ୟାର କଲେ ନିଜେ ସମାଧାନ,ସୃଷ୍ଟି କଲେ ଉଦାହରଣ

ସମ୍ବଲପୁର(କେନ୍ଯୁଜ୍) : ଲୋକଙ୍କ ଭିତରେ ଚାଲିଛି ସକାରାତ୍ମକ ଟ୍ରେଣ୍ଡ । ପ୍ରଶାସନ ନଶୁଣିଲେ ଏଣିକି ନିଜ ସମସ୍ୟା ନିଜେ ସମାଧାନ କରିବାକୁ ଆଗେଇ ଆସୁଛନ୍ତି ଲୋକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ସାତକମା ଗଣ୍ଡପଡା ଭିଏସ୍‌ଏସ୍‌ କ୍ଲବ୍‌ର ସଦସ୍ୟମାନେ ଗାଁ ରାସ୍ତା ତିଆରି କରି ଉଦାହରଣ ସୃଷ୍ଟ କରିଛନ୍ତି ।

villageଗାଁ ପୋଖରୀକୁ ରାସ୍ତା ନଥିବାରୁ ଗାଧୋଇବା ପାଇଁ ଯିବାକୁ କଷ୍ଟକର ହେଉଥିଲା। ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲାନଥିଲା।ଶେଷରେ କ୍ଲବ୍‌ର ସଦସ୍ୟ ଓ କୁଚିଣ୍ଡା ବିଧାୟକ ରବି ନାଏକ ସାମିଲ୍‌ ହୋଇ ନିଜେ ରାସ୍ତା ତିଆରି କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.