Below header

ବଲାଙ୍ଗିର ଚମାରପଡାରେ ଅଭାବନୀୟ ଘଟଣା: ସାନଭାଇର ତଣ୍ଟି ଚିପି ହତ୍ଯା କଲା ବଡଭାଇ

ବଲାଙ୍ଗିର(କେନ୍ଯୁଜ୍): ଭାଇକୁ ହତ୍ୟା କଲା ଭାଇ । ବଲାଙ୍ଗିର ସହର ଚମାରପଡାରେ ଅଭାବନୀୟ ଘଟଣା । ବଡଭାଇର ଆକ୍ରମଣରେ ସାନଭାଇର ମୃତ୍ୟୁ । ମୃତକ ହେଲେ ଯୋଶେଫ ରୋହିଦାସ ।

ଯୋଶେଫ ମଦ ପିିଇ ବଡଗା ରାଜୀନକୁ ଗାଳିଗୂଲଜ କରୁଥିବା ବେଳେ ଏଥିରେ ରାଗିଯାଇ ରାଜୀନ ଯୋଶେଫର ତଣ୍ଟି ଚିପି ଦେଇଥିଲେ । ଘଟଣାସ୍ଥଳରେ ଯୋଶେଫଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ପହଞ୍ଚି ରାଜୀନକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.