ଅସ୍ତରଙ୍ଗ ସମୁଦ୍ରକୂଳରୁ ରଳ ଡ୍ରାଗନ ଜେଲି ଫିସ୍‌ ଉଦ୍ଧାର

କାକଟପୁର(କେନ୍ଯୁଜ୍): ବିରଳ ଡ୍ରାଗନ ଜେଲି ଫିସ୍‌ ଉଦ୍ଧାର । ଅସ୍ତରଙ୍ଗ ସମୁଦ୍ରକୂଳରୁ ଜେଲି ଫିସ୍‌କୁ ଉଦ୍ଧାର କରିଛନ୍ତି ପରିବେଶବିତ ବିଚିତ୍ରା ନନ୍ଦ ବିଶ୍ୱାଳ ।

ଅଲିଭ ରିଡ଼ଲେଙ୍କ ପାଇଁ କାର୍ଯ୍ୟ କରୁଥିବା ପରିବେଶବିତ ବିଚିତ୍ରା ନନ୍ଦ ବିଶ୍ୱାଳ ସମୁଦ୍ର କୂଳରେ ବୁଲୁଥିବା ସମୟରେ ଜେଲି ଫିସ୍‌କୁ ଦେଖିଥିଲେ । ପରେ ଚିହ୍ନଟ ପାଇଁ ଭିଡ଼ିଓ କରି ବିଶେଷଜ୍ଞଙ୍କୁ ପଠାଇଥିଲେ । ବିରଳ ଜେଲି ଫିସ୍‌କୁ ବିଶେଷଜ୍ଞ ବ୍ଲୁ ସି ଡ୍ରାଗନ୍‌ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.