Browsing Tag

fish

ଜାଲରେ ପଡ଼ିଲା ୧ କୋଟିରୁ ଅଧିକ ଟଙ୍କାର କାଣ୍ଟ ମାଛ, ପଠାଗଲା କୋଲକାତାର ଦୀଘା ବଜାରକୁ

ପାରାଦ୍ଵୀପ : ଜାଲରେ ପଡ଼ିଲା ୧ କୋଟିରୁ ଅଧିକ ଟଙ୍କାର କାଣ୍ଟ ମାଛ। ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ପଡ଼ିଗଲେ କାଣ୍ଟ ମାଛ ଖେଦା ।  ଜାଲ ଘେରାଇ ୩୦ ରୁ ୪୦ ଟନ୍ ରୁ ଅଧିକ କାଣ୍ଟ ମାଛ ଧରିଛନ୍ତି ମତ୍ସ୍ୟଜୀବୀ ।  ୧୦ ଟି ଯନ୍ତ୍ର ଚାଳିତ ଡଙ୍ଗା ଦ୍ଵାରା ବୁହା ହୋଇ ଆସିଛି କାଣ୍ଟ ମାଛ…

ବ୍ରହ୍ମପୁତ୍ର ନଦୀରୁ ମିଳିଲା ଏକ ନୂତନ ପ୍ରଜାତିର ମାଛ, ବୈଜ୍ଞାନିକମାନେ ନାମ ଦେଲେ ‘ପିଥୁଆ ଡିବ୍ରୁଗଡ଼େନ୍ସସ୍’

ଉତ୍ତର-ପୂର୍ବ ଭାରତର ନଦୀଗୁଡ଼ିକର ଜୈବ ବିବିଧତା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ବ୍ରହ୍ମପୁତ୍ର ନଦୀର ଗଭୀରତାରେ ଏକ ନୂଆ ପ୍ରଜାତିର ମାଛ ପାଇଛନ୍ତି । ଯାହାକୁ 'ପେଥିଆ ଡିବ୍ରୁଗର୍ହେନସିସ୍' ନାମ ଦିଆଯାଇଛି । ଏହି ମାଛଟି ଆସାମର ଡିବ୍ରୁଗର୍ ଜିଲ୍ଲାର ସେହି ସ୍ଥାନ…

ଗାଁ ପୋଖରୀରୁ ମାଛ ଧରିଲେ ସାହି ଭାଇ, ରାସ୍ତା ଉପରେ ହେଲା ମାଛ ଭାଗ ବଣ୍ଟା

ଚାନ୍ଦବାଲି: ରାସ୍ତା ଉପରେ ଉପରେ ଥୁଆ ହୋଇଛି କୁଢ଼ କୁଢ଼ ମାଛ । ସେହି ମାଛ ସବୁକୁ ଅଲଗା ଅଲଗା କରି ରାସ୍ତା ଉପରେ ରଖାଯାଇଛି । ଲୋକଙ୍କ ଗହଳି ବି ଲାଗିଛି । ଆଉ ଜଣେ ବ୍ୟକ୍ତି ଖାତାରେ କଣ ସବୁ ଲେଖି ପକାଉଛନ୍ତି । ବୋଧହୁଏ ମାଛର ହିସାବ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏଠି ହେଉଛି କଣ ।…

ପହଁରିବା ସହିତ ଉଡ଼ିପାରେ ଏହି ମାଛ, ଜାଣନ୍ତୁ କେଉଁଠି ଦେଖିବାକୁ ମିଳେ

ମଛଲୀ ଜଲ କି ରାନୀ ହେ, ଜୀବନ ଉସକା ପାନୀ ହେ.. ପ୍ରତ୍ୟେକ ବ୍ୟକ୍ତି ପିଲାଦିନେ ଏହି କବିତା ପଢିଥିବେ ନିଶ୍ଚୟ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏଭଳି ଏକ ମାଛ ଅଛି ଯାହା ଜଳର ରାଣୀ ହେବା ବ୍ୟତୀତ ବାୟୁରେ ମଧ୍ୟ ଉଡିପାରେ । ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ମାଛ ବିଷୟରେ କହିବୁ…

ହାଣ୍ଡିଶାଳର ହାତରେ ଏବେ ହାତୁଡିର କସରତ: ମହିଳାଙ୍କ ହାତରେ ଜୀବନ୍ତ ହେଉଛି ପିତ୍ତଳ ମାଛ

ଭଞ୍ଜନଗର: ହାଣ୍ଡିଶାଳର ହାତରେ, ଏବେ ହାତୁଡିର କସରତ । ପିତ୍ତଳ ଚାଦରକୁ ପିଟିପିଟି ତିଆରି କରୁଛନ୍ତି ଦୁର୍ଲଭ କଳାକୃତି । ଯାହାର ପରିଚୟ, ପୃଥିବୀ ବିଖ୍ୟାତ । ଆମେ କହୁଛୁ, ବିଶ୍ୱପ୍ରସିଦ୍ଧ ପିତ୍ତଳ ମାଛ ବିଷୟରେ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପାଲକଷଣ୍ଢା ଗାଁର, ଜୟ ଗଣେଶ…

ମୁକୁଳା ଡ୍ରେନରେ ମାଛ ଚାଷ! ଏବେ ବେଶ ଚର୍ଚ୍ଚାରେ କନ୍ଧମାଳ ସିଡିଏମଓଙ୍କ ଏଭଳି ଏକ ନିୟାରା ପ୍ରୟାସ

କନ୍ଧମାଳ: ମୁକୁଳା ଡ୍ରେନରେ ଚାଲିଛି ମାଛ ଚାଷ । ସେ ବି ପୁଣି କୀଟନାଶକ ମାଛ, ଯେଉଁ ମାଛ ଡ୍ରେନରେ ହେଉଥିବା ମଶା ବଂଶ ନିପାତ କରିବାରେ ସାହାଯ୍ୟ କରିବ । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । ବିଶ୍ଵ ମତ୍ସ୍ୟ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ…

ଜାଲରେ ପଡିଲା ୨୨ କେଜିର ବିରାଟ ମାଛ, ୫ହଜାର ୭୨୦ ଟଙ୍କାରେ କିଣିଲେ ଜଣେ ଗ୍ରାହକ

କଟକ : ଜାଲରେ ପଡିଲା ବିରାଟ ମାଛ । ମୁଣ୍ଡଳୀ ଆନିକଟ ତଳମୁଣ୍ଡ ମହାନଦୀରୁ ଜଣେ ମତ୍ସ୍ୟଜୀବୀ ମାଛ ମାରୁଥିବାବେଳେ ଏହି ବିଲୁପ୍ତ ବୋଦା ମାଛ ଜାଲରେ ପଡିଛି । ଏହାର ଓଜନ ପ୍ରାୟ ୨୨ କେଜି ହେବ। ଜଣେ ଗ୍ରାହକ ଏହି ମାଛଟିକୁ କିଲୋ ପିଛା ୨୬୦ ଟଙ୍କା ହିସାବରେ ୫ହଜାର ୭୨୦ ଟଙ୍କା ଦେଇ କିଣି ନେଇଥିବା…

ଦୁର୍ଗାପୂଜା ପୂର୍ବରୁ ହିଲ୍‌ସା ଉପରୁ ପ୍ରତିବନ୍ଧକ ହଟାଇଲା ବାଂଲାଦେଶ, ଭାରତକୁ ପଠାଇବ ୩୦୦୦ ଟନ୍‌ ଇଲିଶି ମାଛ

ଭାରତକୁ ୩୦୦୦ ଟନ୍ ଇଲିଶି ପଠାଇବ ବାଂଲାଦେଶ । ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କର ସବୁଠାରୁ ବଡ଼ ପର୍ବ ଦୁର୍ଗାପୂଜା ପୂର୍ବରୁ ବାଂଲାଦେଶ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଦେଶର ଅନ୍ତରୀଣ ୟୁନୁସ ସରକାର ଭାରତର ଚାହିଦା ପୂରଣ ପାଇଁ ୩୦୦୦ ଟନ୍ ହିଲସା ମାଛ (ଇଲିଶି) ରପ୍ତାନି…

ଅସ୍ତରଙ୍ଗର ଦେବୀନଦୀ ମୁହାଣରେ ଆଉ ଦେଖିବାକୁ ମିଳୁନି ଇଲିଶି ମାଛ, ଲୋପ ପାଇଯିବ ଏମାନଙ୍କ ବଂଶ!

କାକଟପୁର: ଓଡ଼ିଶାର ଲୋକମାନେ ହେଉଛନ୍ତି ଖାଇବା ପ୍ରିୟ । ଆମିଷ ଏବଂ ନିରାମିଷ ଖାଦ୍ୟ ମଧ୍ୟରେ ବିଶେଷ ଭାବରେ ଆମିଷ ଖାଦ୍ୟ ପ୍ରତି ଅଧିକ ରୁଚି ରହିଥାଏ । ଓଡ଼ିଶାର ୪୮୦ କିଲୋମିଟର ସାମୁଦ୍ରିକ ଅଞ୍ଚଳ ସହିତ ଅନେକ ନଦୀ ଏବଂ ଚିଲିକା ଭଳି ଏକ ବିଶାଳ ଲୁଣୀ ହ୍ରଦରେ ପ୍ରଚୁର ପରିମାଣ ମାଛ ଉତ୍ପାଦନ…

ଚିକେନ୍ ଛାଡ଼ି ମାଛ ଦୋକାନ ମୁହାଁ ଗ୍ରାହକ, ମାଛ ରେଟ୍ ୩୦୦ ଉପରେ

ଭୁବନେଶ୍ୱର : ଚିକେନ୍ ଛାଡ଼ି ମାଛ ଦୋକାନ ମୁହାଁ ଗ୍ରାହକ । ବାର୍ଡ ଫ୍ଲୁ ଆତଙ୍କ ପରେ ଲୋକମାନେ ଚିକେନ୍ ଖାଇବା ନେଇ ଭୟଭୀତ ହୋଇପଡିଛନ୍ତି । ଫଳରେ ମାଛ ଦୋକାନରେ ଭିଡ ଜମୁଛି । ଏହାର ଫାଇଦା ଉଠାଉଛନ୍ତି ମାଛ ଦୋକାନୀ । କିଲୋ ପ୍ରତି ଦେଢ଼ ଶହ/ଦୁଇ ଶହ ଟଙ୍କାରୁ ଏକାଥରେ ରେଟ୍ ଏବେ ଦ୍ବଗୁଣା…

ନୂଆପଡାରେ ମାଛ କିଲୋ ୫୦ ଟଙ୍କାରେ ହେଉଛି ବିକ୍ରି, ପଡୋଶୀ ବଲାଙ୍ଗୀର ଓ ବରଗଡ଼ ଅଂଚଳର ଲୋକଙ୍କ ପ୍ରବଳ ଭିଡ଼ ଜମୁଛି

ନୂଆପଡା : ନୂଆପଡା ଜିଲ୍ଲାରେ ଲଘୁଚାପ ବର୍ଷା ହୋଇଛି । ଯାହା ଫଳରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ର ଜଳସ୍ତର ବୃଦ୍ଧି ହୋଇଛି । ଏହାଦ୍ୱାରା ଉପରମୁଣ୍ଡରେ ଥିବା ସୁନ୍ଦର ନଦୀର ଗୋଳିଆ ପାଣିରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଧରୁଛନ୍ତି ଗାମ୍ରବାସୀ । ସାଧାରଣତଃ ବଜାରରେ ମାଛ ଦର ୨ଶହ ଟଙ୍କା ଥିବା…

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ । ପୁରୀ ଜିଲ୍ଲା କଣାସ ବ୍ଲକ ଦେଇ ପ୍ରବାହିତ ହୋଇଥିବା ରାଜୁଆ ନଦୀ ଜଳ ବିଷାକ୍ତ ହେବା ଯୋଗୁଁ ମରିଯାଉଛନ୍ତି ମାଛ । ଭୁବନେଶ୍ବର ଓ କଟକରୁ ଆସୁଥିବା ଡ୍ରେନ ପାଣି ଓ ଅଳିଆ ଆବର୍ଜନା ଗଙ୍ଗୁଆ ନାଳ ଦେଇ…