Browsing Tag

fish

ସମୁଦ୍ରରୁ ବାହାରିଲା ମଣିଷ ଦାନ୍ତ ଥିବା ଅଦ୍ଭୁତ ମାଛ

(କେନ୍ୟୁଜ ବ୍ୟୁରୋ): ପ୍ରକୃତିର ରହସ୍ୟ ଭିନ୍ନ । ପୃଥିବୀରେ ଏପରି ଅନେକ ଜୀବ ଲୁଚି ରହିଛନ୍ତି ଯେଉଁମାନଙ୍କ ଗଠନ ସମ୍ପୂର୍ଣ୍ଣ ରହସ୍ୟମୟ । ଏହି ଜୀବ ମାନଙ୍କୁ ଦେଖିବା ପରେ ଆଖିକୁ ମଧ୍ୟ ବିଶ୍ୱାସ କରିବା ଅସମ୍ଭବ ହୋଇଯାଏ । ତେବେ ଏହି ବିଚିତ୍ର ଜୀବ ମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ…

ବୁଧବାର ପୁଣି ତାସହ ଆମିଷ ବାର, ନିଶ୍ଚୟ ଟ୍ରାଏ କରନ୍ତୁ ମଉରାଳି ମାଛ ପକୋଡା

ମଉରାଳି ମାଛ ପକୋଡା ଏହା ଏକ ଡ୍ରାଡିସନାଲ ବଙ୍ଗାଳୀ ଡିସ। ଯାହା ଭାରତ ଏବଂ ବାଙ୍ଗଲାଦେଶରେ ମିଳୁଥିବା ଛୋଟ ମାଛ। ଏହାକୁ ଷ୍ଟାଟର କିମ୍ବା ସ୍ନାକ୍ସ ରୂପରେ ସର୍ଭ କରାଯାଇଥାଏ। ଏହାକୁ ଲୋକମାନେ ଭାତ ଏବଂ ଡାଲି ସହିତ ଖାଇଥାନ୍ତି। ଏହି ରେସିପିରେ ପକୋଡା ଅଳପ ସୋରିଷ ତେଲରେ ଛଣା ଯାଇଥାଏ। କିନ୍ତୁ…

ଜାଲରେ ପଡିଲା ତେଲିଆ ମାଛ, ୧୯ ହଜାର ୨ ଶହ ଟଙ୍କାରେ ହେଲା ବିକ୍ରି

ବାଲେଶ୍ୱର(କେନ୍ୟୁଜ୍): ଜାଲରେ ପଡିଲା ତେଲିଆ ମାଛ । ବାଲେଶ୍ୱର ବଳରାମଗଡି ମାଛଧରା କେନ୍ଦ୍ରରେ ହୋଇଛି ତେଲିଆ ମାଛର ନିଲାମି । କେଜି ପ୍ରତି ୬ ହଜାର ୪ ଶହ ଟଙ୍କା ହିସାବରେ ୩ କେଜିର ମାଛ ୧୯ ହଜାର ୨ ଶହ ଟଙ୍କାରେ ବିକ୍ରି ହୋଇଛି । ଜଣେ ପଶ୍ଚିମବଙ୍ଗ ବ୍ୟବସାୟୀ ଏହି ତେଲିଆ ମାଛକୁ କିମିଛନ୍ତି…

ସି ଫୁଡ ଖାଇବାକୁ ପସନ୍ଦ କରୁଥିବା ଲୋକେ ନିଶ୍ଚିତ ଟ୍ରାଏ କରନ୍ତୁ ଅମୃତସରୀ ଫିସ୍‌, ବନାଇବା ବହୁତ ସହଜ

ଆପଣ କେବେ ପଞ୍ଜାବୀ ଖାଦ୍ୟ ଟ୍ରାଏ କରିଛନ୍ତି। ପଞ୍ଜାବୀ ଖାଦ୍ୟ ବେଶ୍‌ ଚଟାପଟ୍‌ ଏବଂ ସ୍ୱାଦିଷ୍ଟ। ଭୋକକୁ ଶାନ୍ତ କରିବା ପାଇଁ ଖାଇବା ଜରୁରୀ। ଆଉ ଯଦି ଏହି ଖାଇବା ପଞ୍ଜାବୀ ହୁଏ, ତେବେ ମଜା ଆହୁରି ଆସିଯାଏ। ପଞ୍ଜାବର ଏମିତି ଏକ ଖାଦ୍ୟର ନାମ ହେଉଛି ଅମୃତସରୀ ମାଛ। ଏହା ଏକ ସ୍ନାକ ରେସିପୀ।…

ଅଧିକ ମାଛ ଖାଇବା ଦ୍ୱାରା ହୋଇପାରେ ଏହି ମାରାତ୍ମକ ରୋଗ ! ଏବେଠୁ ହୋଇଯାଆନ୍ତୁ ସତର୍କ

ଯେଉଁମାନେ ନନଭେଜ୍ ଖାଉଛନ୍ତି ସେମାନଙ୍କ ଖାଦ୍ୟରେ ଅଣ୍ଡା, ଚିକେନ୍, ମଟନ୍, ଚିଙ୍ଗୁଡି, ମାଛ ଇତ୍ୟାଦି ବେଶ୍ ପସନ୍ଦ କରିଥାନ୍ତି। ତେବେ ଏମାନଙ୍କ ଭିତରେ ସବୁଠାରୁ ଅଧିକ ଏହି ପ୍ରୋଟିନ୍ ମିଳିଥାଏ ମାଛରୁ । ବିଶେଷଜ୍ଞଙ୍କ ଅନୁଯାୟୀ, ମାଛ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ,…

ଜାଲରେ ପଡ଼ିଲା ଦୁନିଆର ସବୁଠୁ ବଡ଼ ଶାଙ୍କୁଚ, ଓଜନ ୩୦୦ କେଜି

ଜାଲରେ ପଡ଼ିଲା ବିଶାଳ ଶାଙ୍କୁଚ। କମ୍ବୋଡ଼ିଆର ମେକାଙ୍ଗ ନଦୀରୁ ଦୁନିଆର ସବୁଠୁ ବଡ଼ ଶାଙ୍କୁଚ ଧରାଯାଇଛି। ଏହା ଏକ ବିଶାଳ ଷ୍ଟିଂଗ୍ରେ ମାଛ। ଏହି ଶାଙ୍କୁଚର ଓଜନ ୩୦୦ କେଜି ହେବ ବୋଲି କୁହାଯାଉଛି। The world’s largest recorded freshwater fish, a giant stingray, has been…

ଗୋଟିଏ ମାଛର ଦାମ୍ ୭ ଲକ୍ଷ ଟଙ୍କା! ପାରାଦୀପ ବାଲିପ୍ଲଟରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା

ପାରାଦୀପ(କେନ୍ୟୁଜ): ଗୋଟିଏ ମାଛର ଦାମ୍ ୭ ଲକ୍ଷ । ପାରାଦୀପ ବାଲିପ୍ଲଟରେ ମାଛ ବିକ୍ରିକୁ ନେଇ ଚାଲିଛି ଚର୍ଚ୍ଚା । ଗତକାଲି ଚାରୋଟି ମାଛ ଧରି ମତ୍ସ୍ୟଜୀବୀ ମାନେ ବାଲିପ୍ଲଟ ଆଣିବା ପରେ ଏହି ମାଛକୁ ନିଲାମ କରାଯାଇଥିଲା । ପାଖାପାଖି ୮୦ କିଲୋ ଓଜନର ଏହି ତେଲିଆ ବୋରେଇ ନିଲାମ ହେବାପରେ ୭ ଲକ୍ଷ…

ପୋଖରୀରେ ଭାସୁଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ, ରାଗ ସୁଝାଇବାକୁ ଯାଇ ବିଷ ପକାଇଦେଲେ ଦୁର୍ବୃତ୍ତ

ସୋରୋ(କେନ୍ୟୁଜ୍): ପୋଖରୀରେ ଭାସୁଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ । ପୁରୁଣା ରାଗ ସୁଝାଇବାକୁ ଯାଇ ପୋଖରୀରେ ପକାଇଦେଲେ ବିଷ । ବିଷ ପ୍ରଭାବରେ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରି ପୋଖରୀରେ ଭାସୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରୋ ଜଡ଼ିଦା ଗାଁରେ । ପଞ୍ଚାୟତ…

ଜୀବ ବହୁତ ହି ଅଦ୍ଭୁତ ! ଫଟୋ ହେଲା ଭାଇରାଲ, ୟୁଜର୍ସ ଲେଖିଲେ ଏମିତି କିଛି…

ସମୁଦ୍ର । ନାଁ ଯେମିତି, ବ୍ୟାପକତା ବି ସେମିତି । ସେଇ ସମୁଦ୍ର ମଧ୍ୟରୁ କେବେ କେବେ କଣ ସବୁ ବାହାରି ଯାଏ ଯାହା ବେଶ ଆଶ୍ଚର୍ଯ୍ୟ କରିଦିଏ । ସେଇଥିପାଇଁ ତ ସମୁଦ୍ରକୁ ମାପିବା ଏତେ ସହଜ ନୁହେଁ । ସମୁଦ୍ର ବିଜ୍ଞାନୀ କି ସମୁଦ୍ର ଫଟୋଗ୍ରାଫରଙ୍କ ପାଇଁ ସମୁଦ୍ରର ରହସ୍ୟ ବୁଝିବା କାଠିକର ପାଠ ।…

କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ ରଖିବା ସହିତ ଡିପ୍ରେସନକୁ ଦୂର କରେ ମାଛ ମୁଣ୍ଡ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ମାଛ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏହା ଆପଣ ଜାଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଏହାର ମୁଣ୍ଡର ଅଂଶ ମାଛ ଅପେକ୍ଷା ଅଧିକ ପୁଷ୍ଟିକର ଅଟେ। ହଁ, ମାଛର ମୁଣ୍ଡରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ସୁସ୍ଥ ଚର୍ବି ଭରପୂର। ମାଛ ପାଟିକୁ କେବଳ ସ୍ୱାଦିଷ୍ଟ ଲାଗିନଥାଏ ବରଂ ଏହା…

ଅସ୍ତରଙ୍ଗ ସମୁଦ୍ରକୂଳରୁ ରଳ ଡ୍ରାଗନ ଜେଲି ଫିସ୍‌ ଉଦ୍ଧାର

କାକଟପୁର(କେନ୍ଯୁଜ୍): ବିରଳ ଡ୍ରାଗନ ଜେଲି ଫିସ୍‌ ଉଦ୍ଧାର । ଅସ୍ତରଙ୍ଗ ସମୁଦ୍ରକୂଳରୁ ଜେଲି ଫିସ୍‌କୁ ଉଦ୍ଧାର କରିଛନ୍ତି ପରିବେଶବିତ ବିଚିତ୍ରା ନନ୍ଦ ବିଶ୍ୱାଳ । ଅଲିଭ ରିଡ଼ଲେଙ୍କ ପାଇଁ କାର୍ଯ୍ୟ କରୁଥିବା ପରିବେଶବିତ ବିଚିତ୍ରା ନନ୍ଦ ବିଶ୍ୱାଳ ସମୁଦ୍ର କୂଳରେ ବୁଲୁଥିବା ସମୟରେ ଜେଲି…

ଢେଙ୍କାନାଳ ପୌରାଞ୍ଚଳର ଭାଗୀରଥି ସାଗର ନୂଆ ପୋଖରୀରେ ମାଛ ମଡକ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ପୌରାଞ୍ଚଳରେ ଥିବା ଭାଗୀରଥି ସାଗର ନୂଆ ପୋଖରୀରେ ମାଛ ମଡକ । ୧ କେଜିରୁ ୩ କେଜି ଓଜନର ମାଛ ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଖରୀର ଦୂଷିତ ପାଣି ଯୋଗୁ ମାଛ ମଡ଼କ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପୋଖରୀରେ ନିତ୍ୟ…