Browsing Tag

fish

ଢେଙ୍କାନାଳ ପୌରାଞ୍ଚଳର ଭାଗୀରଥି ସାଗର ନୂଆ ପୋଖରୀରେ ମାଛ ମଡକ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ପୌରାଞ୍ଚଳରେ ଥିବା ଭାଗୀରଥି ସାଗର ନୂଆ ପୋଖରୀରେ ମାଛ ମଡକ । ୧ କେଜିରୁ ୩ କେଜି ଓଜନର ମାଛ ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଖରୀର ଦୂଷିତ ପାଣି ଯୋଗୁ ମାଛ ମଡ଼କ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପୋଖରୀରେ ନିତ୍ୟ…

ବିରଳ ମାଛ; ଯାହାର ରହିଛି ୫୫୫ଟି ଦାନ୍ତ, ଦିନରେ ଯେତିକି ଭାଙ୍ଗେ ସେତିକି ଉଠେ

ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି। ସ୍ଥଳ ଭାଗରେ ହେଉ କିମ୍ବା ଜଳ ଭାଗରେ । ପଶୁମାନଙ୍କ ସଂଖ୍ୟା କଦାପି ଗଣନା କରାଯାଇପାରିବ ନାହିଁ । ପ୍ରତିଦିନ କିଛି ଅଜବ ପ୍ରକାର ଜୀବଜନ୍ତୁ ଦେଖାଯାଏ । ନିକଟରେ ବୈଜ୍ଞାନିକମାନେ ଏପରି ଏକ ମାଛ ପାଇଛନ୍ତି, ଯାହାର ଦାନ୍ତ କୁ ନେଇ ଚର୍ଚ୍ଚା ଜୋର…

ଭବିଷ୍ୟତର ପୃଥିବୀରେ ଖୁବ ଶିଘ୍ର ବଦଳିବାକୁ ଯାଉଛି ପୃଥିବୀ ଓ ମଣିଷଙ୍କ ରୂପରେଖ

ଆପଣ କେବେ ଟାଇମ ଟ୍ରାଭେଲ ମେସିନ ବିଷୟରେ ଶୁଣିଛନ୍ତି କି । ହୁଏତ ଆପଣ ହଲିଉଡ ଫିଲ୍ମରେ ଏହା ବିଷୟରେ ଜାଣିଥିବେ ତେବେ ଜଣେ ଟିକଟକ ୟୁଜର ଯାହାଙ୍କର ଇଷ୍ଟାଗ୍ରାମ ଓ ଟିକଟକ ଆଇଡି ହେଉଛି ଆସଥେଟିକ ଟାଇମ ଓ୍ଵାପର , ସେ କହିଛନ୍ତି କି ଆସନ୍ତା କିଛି ବର୍ଷ ମଧ୍ୟରେ ପୃଥିବୀରେ ହେବାକୁ ଯାଉଛି ବଡ…

ଆନ୍ଧ୍ର ଠାରୁ ଓଡିଶା ମାଛ କିଣିବାକୁ ହେଲେ ମାନିବାକୁ ପଡିବ ଏହି ନୂଆ ନିୟମ

ଖୋର୍ଦ୍ଧା(କେନ୍ଯୁଜ୍): ଓଡ଼ିଶା ମତ୍ସ୍ୟ ଯୋଗାଣ ବ୍ୟବସାୟୀ ସଂଘ ଆଗରେ ଆଗାମୀ ଦିନରେ ଆନ୍ଧ୍ରରୁ ମାଛ ଆଣିବାକୁ ହେଲେ ଆନ୍ଧ୍ର ବ୍ୟବସାୟୀ ପକ୍ଷରୁ ନୂତନ ସର୍ତକୁ ମାନିବାକୁ ପଡିବ । ଯାହାକୁ ନେଇ ଏବେ ଆସନ୍ତା ଦିନରେ କିଭଳି ବ୍ୟବସାୟ କରିବେ ତାକୁ ନେଇ ଖୋର୍ଦ୍ଧାରେ ଆଜି ମତ୍ସ୍ୟ…

ଛେଳି ଖାଉଛି ମାଛ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ଛେଳି ଖାଉଛି ମାଛ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଆମେ ସମସ୍ତେ ଜାଣନ୍ତି ଛେଳି ଏକ ଶାକାହାରୀ ଜୀବ। ସେ କେବଳ ଗଛ,ପତ୍ର, ଘାସ ଆଦି ଖାଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଛେଳିର ଭିଡିଓ ଭାଇରାଲ ହେଉଛି, ଯିଏ ଘାସ ନ ଖାଇ ମାଛ ଖାଉଛି। ଛେଳିଟି ମାଛ ଖାଉଥିବା ବେଳର ଭିଡିଓ ଏବେ…

ପୁରୀ ସମୁଦ୍ରକୂଳରେ କୁଢ଼ କୁଢ଼ ମାଛ ମଡ଼କ

ପୁରୀ : ପୁରୀ ସମୁଦ୍ରକୂଳରେ କୁଢ଼ କୁଢ଼ ମାଛ ମଡ଼କ । ଏହି ମାଛଗୁଡିକ ଡିସ୍କୋ କୋକଲି ପ୍ରଜାତିର । ମାଛ ମଡ଼କକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି । ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ହୋଇଥିବା କିଛି ମତ ରଖିଛନ୍ତି । ଅନ୍ୟପକ୍ଷରେ ଏହି ଡିସ୍କୋ କୋକଲି ପ୍ରଜାତି ମାଛ…

ପଶ୍ଚିମବଙ୍ଗ ଦୀଘା ମୁହାଣରେ ଜାଲରେ ପଡିଲା ଦାମୀ ମାଛ, କିଲୋ ପିଛା ୧୬ହଜାର ଟଙ୍କାରେ ହେଲା ବିକ୍ରୀ

ଜଳେଶ୍ବର: ଜାଲରେ ପଡିଲା ଦାମୀ ମାଛ। ଦାମ୍‌ ୪ଲକ୍ଷ ଟଙ୍କା। ପଶ୍ଚିମବଙ୍ଗ ଦୀଘା ମୁହାଣରୁ ମାଛଟିକୁ ଧରାଯାଇଛି। ଏହି ଭେକ୍‌ଟି ମାଛର ଓଜନ ପ୍ରାୟ ୨୭କିଲୋ। କିଲୋ ପିଛା ଏହାକୁ ୧୬ହଜାର ଟଙ୍କାରେ ବିକ୍ରୀ କରାଯାଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗର ଦୀଘା ମାଛ ନିଲାମ କେନ୍ଦ୍ରରେ ମାଛଟିକୁ…

ଡଙ୍ଗାରେ ଡେଇଁ ଡେଇଁ ବିୟର ପିଇବାକୁ ଲାଗିଲା ମାଛ, ଦେଖିଲେ ଆଖିକୁ ବି କରି ପାରିବେନି ବିଶ୍ୱାସ

ସୋସିଆଲ ମିଡିଆରେ ମାଛମାନଙ୍କର ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ଯାହାକୁ ଦର୍ଶକେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଏକ ମାଛର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ମାଛ ଡଙ୍ଗା ପାଖକୁ ଆସି ଜଣେ ବ୍ୟକ୍ତିଙ୍କ ଠାରୁ ବିୟର ପିଉଥିବା ଦେଖାଯାଇଛି। ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ…

ପାରାଦୀପ: ଜାଲରେ ପଡ଼ିଲା ୨କ୍ୱିଣ୍ଟାଲ ଓଜନର ବିରଳ କାଉ ମାଛ

ପାରାଦୀପ: ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ। ପାରାଦୀପରେ ପ୍ରାୟ ୨କ୍ୱିଣ୍ଟାଲ ଓଜନର ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ମାଛର ପାଟି କାଉ ଭଳି ହୋଇଥିବାରୁ ଏହାକୁ କାଉ ମାଛ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଗତକାଲି ରାତିରେ ଧୀବରମାନେ ମଝି ସମୁଦ୍ରରେ ଜାଲ ପକାଇଥିବା ବେଳେ ମାଛଟି ଜାଲରେ…

ଗାଧୋଇସାରି ଆସିବା ପରେ ନାକରେ ହେଉଥିଲା ପୀଡ଼ା, ଡାକ୍ତର ପରୀକ୍ଷା କରିବାରୁ ବାହାରିଲା…

ବାଳକର ନାକରୁ ବାହାରିଲା ଜୀଅନ୍ତା ମାଛ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏକ ୧୨ବର୍ଷୀୟ ବାଳକର ନାକରୁ ଡାକ୍ତରମାନେ ବହୁ ପ୍ରଚେଷ୍ଟା ପରେ ଏକ ମାଛ ବାହାର କରିଛନ୍ତି। ମାଛଟି ପ୍ରାୟ ୩ ଘଣ୍ଟା ଧରି ପିଲାଟିର ନାକରେ ଫସିରହିଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…

ରାଜନଗର ତାଳଚୁଆରେ ବିରଳ ମୟୂର ମାଛ, କେଜି ପ୍ରତି ୧୦ ହଜାର ଟଙ୍କାରେ ହେବ ବିକ୍ରି 

ରାଜନଗର(କେନ୍ୟୁଜ୍): ରାଜନଗର ତାଳଚୁଆରେ ଦେଖିବାକୁ ମିଳିଛି ବିରଳ ମାଛ । ଏହି ମାଛକୁ ମୟୂର ମାଛ ବୋଲି କୁହାଯାଏ । ମାଛର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ । ମୟୂର ମାଛକୁ ବାଲେଶ୍ୱର ଦୀଘାରେ ବିକ୍ରି କରାଯିବ । କେଜି ପ୍ରତି ୧୦ ହଜାର ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି । ଏହି ବିରଳ…

ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜରେ ମାଛ ରଖି ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ଯିବାକୁ ପଡିପାରେ ଡାକ୍ତରଖାନା

ମାଛ ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ। ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପଯୋଗୀ। ନଦୀ କିମ୍ବା ପୋଖରୀ ମାଛ ଧରି ଆଣି ଖାଇବା ସ୍ୱାସ୍ଥ୍ୟପକ୍ଷେ ଭଲ ହୋଇଥିବା ବେଳେ ଫ୍ରିଜରେ ରଖିଥିବା ମାଛ ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ଫ୍ରିଜରେ ଥିବା ମାଛ ଖାଇବା ଦ୍ୱାରା ଆପଣ…