ପୁରୀ ସମୁଦ୍ରକୂଳରେ କୁଢ଼ କୁଢ଼ ମାଛ ମଡ଼କ

ପୁରୀ : ପୁରୀ ସମୁଦ୍ରକୂଳରେ କୁଢ଼ କୁଢ଼ ମାଛ ମଡ଼କ । ଏହି ମାଛଗୁଡିକ ଡିସ୍କୋ କୋକଲି ପ୍ରଜାତିର । ମାଛ ମଡ଼କକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି । ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ହୋଇଥିବା କିଛି ମତ ରଖିଛନ୍ତି ।

ଅନ୍ୟପକ୍ଷରେ ଏହି ଡିସ୍କୋ କୋକଲି ପ୍ରଜାତି ମାଛ ବର୍ତ୍ତର୍ମାନ ଲକଡାଉନ ସମୟରେ ରପ୍ତାନୀ ହୋଇପାରୁନଥିବାରୁ ମତ୍ସ୍ୟଜୀବୀ ଏହାକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.