Below header
Browsing Tag

fish

୨୩ କୋଟିର ମାଛ! ଧରିଥିବା ବ୍ୟକ୍ତି ପୁଣି ଛାଡ଼ିଦେଲେ ସମୁଦ୍ରରେ, ଜାଣନ୍ତୁ କ’ଣ ହୋଇପାରେ କାରଣ

ଆୟରଲ୍ୟାଣ୍ଡରେ ରହୁଥିବା ଡେଭ୍‌ ଏଡ୍‌ଓ୍ଵାର୍ଡସ ନାମକ ବ୍ୟକ୍ତି ୨୯ ସେପ୍ଟେମ୍ବରରେ ୱେଷ୍ଟ୍‍ କର୍କ ଚାର୍ଟସକୁ ମାଛ ଧରିବାକୁ ଯାଇଥିଲେ। ସାଥିରେ ତାଙ୍କର ଜଣେ ସାଙ୍ଗ ମଧ୍ୟ ଥିଲେ। ବହୁତ ସମୟ ଯାଏ ଦୁହେଁ ସମୁଦ୍ରରୁ ମାଛ ଧରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଦୁଇଜଣଙ୍କ ହାତରେ କିଛି ବି ଲାଗୁ…

ଆନ୍ଧ୍ର ମାଛରେ ପୋକ, କିଣିବା ପୂର୍ବରୁ ଭଲରେ ଦେଖି ଆଣନ୍ତୁ

ବାଲିପାଟଣା : ଆନ୍ଧ୍ର ମାଛରେ ପୋକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବନମାଳିପୁରରେ । ସ୍ଥାନୀୟ ଅଂଚଳର ରାଜେଶ ପାତ୍ର ନାମକ ଜଣେ ବ୍ୟକ୍ତି ବଜାରରୁ ମାଛ ଆଣି ଘରେ କାଟିବା ପରେ ଏଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ । କିଛି ଅସାଧୁ ବ୍ୟବସାୟୀ ଆନ୍ଧ୍ରରୁ…

ମୁମ୍ବାଇ ବିମାନବନ୍ଦରରେ ଭାସୁଛନ୍ତି ମାଛ, କର୍ମଚାରୀଠାରୁ ପାଇଲଟ ସମସ୍ତେ ଭୟଭୀତ

ଗତରାତିରୁ ଲାଗିରହିଥିବା ମୂଷଳାଧାର ବର୍ଷାରେ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ହୋଇଛନ୍ତି ମାୟାନଗରୀ ମୁମ୍ବାଇବାସୀ। ଦାଦର, ମାଟୁଙ୍ଗା, ସାୟନ, ହିନ୍ଦମାତା, ଅନ୍ଧେରୀ ସମେତ ଅନେକ ଉପମହାନଗରୀୟ ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଭରି ରହିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହାନ…

ମୟୂରଭଞ୍ଜ : ମାଛଭାତ ଖାଇ ଛାତ୍ରୀ ଅସୁସ୍ଥ

ମୟୂରଭଞ୍ଜ : ମାଛଭାତ ଖାଇ ଛାତ୍ରୀ ଅସୁସ୍ଥ । ମୟୂରଭଞ୍ଜ ଜିଳ୍ଲା କୁସୁମୀ ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଅନ୍ତେବାସୀ ମାଛ ଭାତ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ରାତିରେ ଅନ୍ତେବାସୀ ମାନେ ଖାଇସାରି ଶୋପଡିଥିଲେ । ସକାଳୁ ପେଟ କାଟିବା ସହ ଝାଡାବାନ୍ତି ହୋଇଥିଲା । ଫଳରେ ସ୍କୁଲ…

ଏହି ମାଛର ସେବନ ହୋଇପାରେ କ୍ୟାନ୍ସର କାରଣ , ଖାଇବା ପୂର୍ବରୁ ହୁଅନ୍ତୁ ସଜାଗ

ମାଛ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହାର ସେବନ ଆଖି , କେଶ ତଥା ଶରୀରରେ ଉଷ୍ମତା ବଜାୟ ରଖିବା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ରହିଥିବା ଅଣ୍ଟିଅକ୍ସିଡ଼େଣ୍ଟ ଏବଂ ପୋଷକ ତତ୍ତ୍ବ ଅନ୍ୟ କୌଣସି ଖାଦ୍ୟରେ ମିଳିନଥାଏ। ଏହାକୁ ବିଭିନ୍ନ ପ୍ରକାରର ତରକାରୀ ତଥା ଭଜା ପ୍ରସ୍ତୁତ କରି…

ମାଛ ପିକଅପ୍‌  ଭ୍ୟାନରୁ ୨ଲକ୍ଷ ଟଙ୍କା ଲୁଟ୍

ଖୋର୍ଦ୍ଧା : ଲୁଟିନେଲେ ୨ ଲକ୍ଷ ଟଙ୍କା । ୧୬ନମ୍ବର ଜାତୀୟ ରାଜପଥର ଜଟଣୀ ବାଇପାସ୍‌  ନିକଟରେ ଏହି ଲୁଟ୍‌  ହୋଇଛି । ମାଛ ଅନ୍‌ଲୋଡ୍‌ କରି ଫେରୁଥିବା  ପିକଅପ୍‌  ଭ୍ୟାନକୁ ଅଟକାଇ ଦୁର୍ବୃତ୍ତମାନେ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଫେରାର…

ଆଇସିୟୁରେ ଖେଳିଲେ ମୀନ

ବିହାରରେ ବର୍ଷାର ତାଣ୍ଡବ । ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ପାଟଣାର ସବୁଠୁ ବଡ଼ ନାଳନ୍ଦା ସରକାରୀ ମେଡିକାଲ କଲେଜରେ ପାଣି ପଶି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ହସ୍ପିଟାଲ ଓ୍ଵାର୍ଡ ସମେତ ଆଇସିୟୁରେ ରୋଗୀ ବେଡ୍‌ରେ ଶୋଇଥିବା ବେଳେ ତଳେ ମାଛ ଖେଳୁଥିଲେ । ଲଗାଣ ବର୍ଷାରେ…

ରାଜ୍ୟସାରା ଫର୍ମାଲିନର ଭୟ

ଭୁବନେଶ୍ବର: ରାଜ୍ୟବାସୀଙ୍କ ମଧ୍ୟରେ ଫର୍ମାଲିନ୍ ଭୟ। ଆଜି ମଧ୍ୟ ରାୟଗଡ଼ା, ପୁରୀ ସମେତ ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଯାଞ୍ଚ ଚାଲିଛି। ରାୟଗଡ଼ା ଜିଲ୍ଲା ମତ୍ସ୍ୟ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଲିତ ଚଢାଉ କରାଯାଉଛି। ରାୟଗଡ଼ାକୁ ଆସୁଥିବା ଆନ୍ଧ୍ରପ୍ରଦେଶ, ପାର୍ବତୀପୁରମ୍,…

ମାଛ ପ୍ରେମୀଙ୍କୁ ଘାରିଛି ଫାର୍ମାଲିନ୍ ଚିନ୍ତା : ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଚଢଉ

ଭୁବନେଶ୍ବର : ମାଛକୁ ତାଜା ରଖିବା ପାଇଁ ଘାତକ ରାସାୟନିକ ଫର୍ମାଲିନ ଦିଆଯାଉଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ମାଛ ମାର୍କେଟରେ ଚଢଉ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଟାସ୍କ ଫୋର୍ସ ଗଠନ କରି ମାଛର ଟେଷ୍ଟିଂ…

ମାଛରେ ଫର୍ମାଲିନ୍ : କଟକ ମାଛ ବଜାରରେ ଚଢାଉ

ଭୁବନେଶ୍ୱର: ରାଜଧାନୀ ମାଛରେ ଫର୍ମାଲିନ୍ ମିଳିବା ପରେ ଏବେ କଟକର ମାଛ ବଜାରରେ ଚଢାଉ। କଟକ ବିଭିନ୍ନ ମାଛ ମାର୍କେଟ୍‌ରେ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି। କୃଷକବଜାର, ପ୍ରେସ୍ଛକ, ସେମିନାରୀ ଛକ ଅଞ୍ଚଳ ମାଛ ମାର୍କେଟ୍‌ରୁ ୮ଟି ନମୁନା ସଂଗ୍ରହ…

ସଜ ମାଛରେ ଫର୍ମାଲିନ ପୋକ ! ଟେଷ୍ଟିଂ ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ

ଭୁବନେଶ୍ୱର : ଭୁବନେଶ୍ୱରରେ ମାଛ ଦୋକାନରୁ ସଂଗ୍ରହ ହୋଇଛି ନମୁନା । ଆନ୍ଧ୍ର ପଟୁ ଆସୁଥିବା ମାଛଗାଡିରୁ ମଧ୍ୟ ମାଛ ସାମ୍ପଲ କଲେକ୍ସନ ହୋଇଛି । ଆନ୍ଧ୍ର ପଟୁ ଆସୁଥିବା ମାଛରୁ ମିଳିଲାନି ଫର୍ମାଲିନ। କିନ୍ତୁ ୪ ନମ୍ବର ମାର୍କେଟରୁ ସଂଗ୍ରହ ୯ଟି ନମୁନାରୁ ଗୋଟିଏ ପାମ୍ପଲେଟ୍‌ ମାଛରୁ ଫର୍ମାଲିନ…

ଆନ୍ଧ୍ର ମାଛକୁ ଡର : ଫର୍ମାଲିନ୍ ଅଂଶ ଥିବା ଖବର ପରେ ପରୀକ୍ଷା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଆସୁଥିବା ମାଛର ହେବ ପରୀକ୍ଷା । ସେଥିରେ ଫର୍ମାଲିନ ଅଂଶ ଅଛି କି ନାହିଁ ତାହା ପରୀକ୍ଷା କରାଯିବ । କ୍ୟାନସର ରୋଗର ଅନ୍ୟତମ କାରଣ ଫର୍ମାଲିନ । ତେଣୁ ସରକାର ସତର୍କ ହୋଇଛନ୍ତି । ପ୍ରତିଦିନ ଶହଶହ ଟନ୍‌ ମାଛ ଆନ୍ଧ୍ରରୁ ଓଡ଼ିଶାକୁ ଆସେ । ତେଣୁ ମାଛର…