ରାଜନଗର ତାଳଚୁଆରେ ବିରଳ ମୟୂର ମାଛ, କେଜି ପ୍ରତି ୧୦ ହଜାର ଟଙ୍କାରେ ହେବ ବିକ୍ରି 

ରାଜନଗର(କେନ୍ୟୁଜ୍): ରାଜନଗର ତାଳଚୁଆରେ ଦେଖିବାକୁ ମିଳିଛି ବିରଳ ମାଛ । ଏହି ମାଛକୁ ମୟୂର ମାଛ ବୋଲି କୁହାଯାଏ । ମାଛର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ । ମୟୂର ମାଛକୁ ବାଲେଶ୍ୱର ଦୀଘାରେ ବିକ୍ରି କରାଯିବ । କେଜି ପ୍ରତି ୧୦ ହଜାର ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି । ଏହି ବିରଳ ମାଛ ଦେଖିବାକୁ ତାଳଚୁଆରେ ଲୋକଙ୍କ ଭିଡ଼ ଜମୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.