ଦାମିକିଆ ମାଛ , ୧ଲକ୍ଷ ୨୭ ହଜାର ଟଙ୍କାରେ ଦୀଘା ମାର୍କେଟରେ ହେଲା ବିକ୍ରି

ଦାମିକିଆ ମାଛ । ଦୁଇ କ୍ବିଣ୍ଟାଲ ମାଛର ଦାମ୍ ୧ଲକ୍ଷ ୨୭ ହଜାର ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି ।

ଜଳେଶ୍ୱର (କେନ୍ୟୁଜ): ଦାମିକିଆ ମାଛ । ଦୁଇ କ୍ବିଣ୍ଟାଲ ମାଛର ଦାମ୍ ୧ଲକ୍ଷ ୨୭ ହଜାର ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଯାହାର ଓଜନ ୨ କ୍ବିଣ୍ଟାଲ ରହିଛି । ଏହି ମାଛକୁ ଦୀଘା ମାଛ ମାର୍କେଟରେ ବିକ୍ରି କରିବେ ମତ୍ସଜୀବୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.