Below header

ଭିଜିଲାନ୍ସ ଜାଲରେ ମାନ୍ୟମକୋଣ୍ଡା ଆର୍‌. ଆଇ, ଜମି ମ୍ୟୁଟେସନ୍‌ ପାଇଁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ

ମାଲକାନଗିରି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଆର୍‌. ଆଇ। ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ଆର୍‌. ଆଇ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ। ଏମ୍‌ଭି-୬୭ ଗାଁର ଦୀପଙ୍କର ମଣ୍ଡଳଙ୍କଠାରୁ ଜମିର ମ୍ୟୁଟେସନ୍‌ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ବିଭାଗ। ଲକ୍ଷ୍ମୀନାରାୟଣଙ୍କର କାଲିମେଳା ସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ଟିମ୍‌।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.