Below header

ବୋଡେନ୍ ପଟଧରା ଜଙ୍ଗଲରୁ ମାଓକ୍ୟାମ୍ପ ଠାବ

ନୂଆପଡ଼ା (କେନ୍ୟୁଜ୍) : ନୂଆପଡ଼ା ବୋଡେନ୍ ପଟଧରା ଜଙ୍ଗଲରେ ମାଓକ୍ୟାମ୍ପ । ଝଙଏ ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି। ଘଟଣାସ୍ଥଳରୁ ୫ଟି ବୋମା, ମାଓ ପୋଷ୍ଟର,ବ୍ୟାନର ଓ ପୋଷାକ ଜବତ କରିଛନ୍ତି ଯବାନମାନେ । ଏହାଛଡା ବହୁ ବିସ୍ଫୋରକ ସାମଗ୍ରୀ ବି ଜବତ କରାଯାଇଛି । ମାଓ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
SOG ଯବାନଙ୍କ ଦ୍ୱାରା ମାଓକ୍ୟାମ୍ପ ଠାବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.