ମାଓ ଦମନ ନେଇ ନୂଆଦିଲ୍ଲୀରେ ବୈଠକ, ମୁଖ୍ୟ ଏଜେଣ୍ଡା ମାଓ ଉପଦ୍ରବ ଅଞ୍ଚଳରେ ସୁରକ୍ଷା ଓ ବିକାଶ
କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ମାଓ ଦମନ ନେଇ ନୂଆଦିଲ୍ଲୀରେ ବୈଠକ। ଗୃହ ମନ୍ତ୍ରୀ ଅମିତ ଶାହ ବୈଠକରେ ଅଧ୍ୟକ୍ଷତା କରିବେ। ମାଓ ଦମନ ରଣନୀତି ଉପରେ ଆଲୋଚନା ହେବ। ବୈଠକରେ ଓଡ଼ିଶାରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସି ଡିଜି ସୁନିଲ ବଂଶଲ ଯୋଗ…