ନୂଆପଡ଼ା ପଟଦରା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡ଼ା(କେନ୍ଯୁଜ୍): ବିପୁଳ ମାଓ ସାମଗ୍ରୀ ଜବତ। ନୂଆପଡ଼ା ଜିଲ୍ଲା ପଟଦରା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ୫ଟି ବନ୍ଧୁକ ସମେତ ଜିଲେଟିନ୍, ଡେଟୋନେଟର , ଆଇଡି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ସୂଚନା ପାଇବା ପରେ ୨୧୬ ନମ୍ବର ବାଟାଲିୟନ୍ CRPF ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଥିଲା।