ମାଲକାନଗିରି: ଆମ୍ବ୍ୟୁସ ଲଗାଇ ଦୁଇ ଜଣ ITBP ଯବାନଙ୍କ ଜୀବନ ନେଇଗଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ହିଂସାକାଣ୍ଡ । ମାଓବାଦୀଙ୍କ ଆକ୍ରମଣରେ ୨ ଜଣ ITBP ଯବାନ ସହିଦ । ITBPର ଜଣେ ASI ଓ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି। କରିଆମେଟା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ମାଓବାଦୀ ମାନେ ଆମ୍ବ୍ୟୁସ ଲଗାଇ ଦୁଇ ଜଣ ଯବାନଙ୍କୁ ଜୀବନ ନେଇ ଯାଇଥିବା ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.