ମାଲକାନଗିରି ସୀମାନ୍ତ ଛତିଶଗଡ଼ କୁକୁଡି ନିକଟରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଯାତ୍ରୀବାହୀ ବସ୍‌!

ମାଲକାନଗିରି(କେନ୍ୟୁଜ୍) : ପୁଣି ମାଲିଲେ ଲାଲ୍‌ବାହିନୀ। ଜାଳିଦେଲେ ଯାତ୍ରୀବାହୀ ବସ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କୁକୁଡି ନିକଟରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ଗତକାଲି ରାତିରେ ସଶସ୍ତ୍ର ମାଓବାଦମାନେ ବସ୍‌କୁ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ। ଏହାପରେ ବସ୍‌ଟିକୁ ଜାଳି ଦେଇଥିଲେ। ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରୁଥିବାବେଳେ ମାଓବାଦୀମାନେ ଏଭଳି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଘଟଣା ପକରେ STF, DRG ଓ CRPF ପକ୍ଷରୁ କମ୍ବିଂକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.