Below header

ପୁଣି ରାସ୍ତାରେ ଗଛକାଟି ରାସ୍ତା ଅବରୋଧ କରିବା ସହ ମାଓ ପୋଷ୍ଟର ଲଗାଇଲେ KKBN ଡିଭିଜନ୍‌

କନ୍ଧମାଳ(କେନ୍ଯୁଜ୍): ଆଜିଠାରୁ ଆସନ୍ତା ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ବନ୍ଦ ଡାକରା ଦିଆଯାଇଛି । ପୋଲିସ୍‌ ଗୁଳିରେ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ପ୍ରତିଷୋଧ ନେବା ଓ ପୋଲିସ୍‌ ଇନଫର‌ମର ମାନଙ୍କୁ ଉଚିତ୍‌ ଦଣ୍ଡ ଦେବା ପାଇଁ କେକେବିଏନ୍‌ ଡିଭିଜନ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ଗତ ଦୁଇଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଏବଂ ବ୍ଯାନର ଜାରି କରାଯାଇଥିବା ବେଳେ ବାଲିଗୁଡାର ଖମନଖୋଲ ଜଙ୍ଗଲରେ ଠିକାଦାରଙ୍କ କ୍ୟାମ୍ପରେ ଗାଡି ପୋଡିଥିଲେ ।  ଅନ୍ଯପଟେ ଆଜି ଗୋଛାପଡାରୁ ବାଲନ୍ଦାପଡା ଯିବା ରାସ୍ତା ପକାରି ଘାଟି ରାସ୍ତାରେ ଗଛକାଟି ରାସ୍ତା ଅବରୋଧ କରିବା ସହ ମାଓ ପୋଷ୍ଟର ଛାଡିଛନ୍ତି ମାଓବାଦୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.