ଅପହରଣ କରିଥିବା ୫ ଗ୍ରାମବାସୀଙ୍କୁ ମୁକ୍ତ କଲେ ମାଓବାଦୀ

ମାଲକାନଗିରି (କେନ୍ୟୁଜ): ଅପହୃତ ୫ ଗ୍ରାମବାସୀଙ୍କୁ ମୁକ୍ତ କଲେ ମାଓବାଦୀ । ଏମାନଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଅପହରଣ କରିନେଇଥିଲେ। ଗତକାଲି ବୋଟର ଗାଁର ୫ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ ଦରଭା ଡିଭିଜନ ମାଓ ସଙ୍ଗଠନ। ଆଦିବାସୀ ସମାଜ ଅପିଲ ପରେ ଗ୍ରାମବାସୀଙ୍କୁ ମୁକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.