Below header

ମାଲକାନଗିରି:ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ,ଛତିଶଗଡ ରାଜନନ୍ଦ ଗାଁରେ ରାସ୍ତା ର୍ନିମାଣ କାର୍ଯ୍ୟରେ ନିୟଜିତ ୫ ଗାଡିକୁ ପଡିଦେଲେ

କେନ୍ୟୁଜ୍(ବ୍ୟୁରୋ):  ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ରାଜନନ୍ଦ ଗାଁରେ ରାସ୍ତା ର୍ନିମାଣ କାର୍ଯ୍ୟରେ ନିୟଜିତ ୫ ଗାଡିକୁ ପଡିଲେ ମାଓବାଦୀ ।

ପାରଡି ଗାଁ ଠାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ର୍ନିମାଣ କାର୍ଯ୍ୟ ଚାଲିଥିଲା । ପୂର୍ବରୁ ମାଓବାଦୀ ରାସ୍ତା କାମକୁ ବିରୋଧ କରିବା ପରେ ମଧ୍ୟ ଠିକାଦାର ପୋଲିସର ସୁରକ୍ଷା ମଧ୍ୟରେ ରାସ୍ତା କାମ ଚାଲୁ ରଖିଥିଲେ।

nao 3

ତେବେ ମାଓବାଦୀ ଶେଷରେ ଏହାର ପ୍ରତିହିଂଶାରେ ଠିକାଦାରଙ୍କ ଗାଡି ପୋଡି ଦେଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅପରେସନକୁ ଜୋରଦାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.