ଜନଗହଳିପୂର୍ଣ୍ଣ ସ୍ଥାନ ଇନଫୋସିଟି ଅଞ୍ଚଳରେ ମୁଖା ପିନ୍ଧା ବନ୍ଧୁକଧରୀ ପଶିଲେ ଆଉ ଲୁଟିଲେ,ପୋଲିସର ତଦନ୍ତ ଜାରି

ବାପ ପୁଅକୁ ଆକ୍ରମଣ କରି ଧମକ ଦେଇ ଚୁପ କଲା ପରେ ଘର ଭିତରେ ବିଭିନ୍ନ ସ୍ଥାନରୁ ଖୋଜା ଖୋଜି କରିଥିଲେ । ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବରପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତି ଘଟଣାର ତଦନ୍ତ ଚଳାଛି ।

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି ଡକାୟତି । ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟିନେଲେ ଡକାୟତ । ଜନଗହଳିପୂର୍ଣ୍ଣ ସ୍ଥାନ ଇନଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନୀରେ ଡକାୟତି ହୋଇଛି । ସଂଧ୍ୟା ସାଢ଼େ ୭ଟାରେ ତିନି ଜଣ ମୁଖା ପିନ୍ଧା ବନ୍ଧୁକଧାରୀ ଡକାୟତ ଘର ଭିତରେ ପସିଥିଲେ ।

ବାପ ପୁଅକୁ ଆକ୍ରମଣ କରି ଧମକ ଦେଇ ଚୁପ କଲା ପରେ ଘର ଭିତରେ ବିଭିନ୍ନ ସ୍ଥାନରୁ ଖୋଜା ଖୋଜି କରିଥିଲେ । ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବରପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତି ଘଟଣାର ତଦନ୍ତ ଚଳାଛି । ଗତ ସପ୍ତାହରେ ଏଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଲୁଟ୍‌ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.