Below header

ଶିଶୁଭଵନ ଛକରେ ପୋଲିସ-ସମିତିସଭ୍ୟ ମୁହାଁମୁହିଁ, ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବା ବେଳେ ଉଠାଇ ନେଲା ପୋଲିସ

ଭୁବନେଶ୍ବରରେ ପୋଲିସ-ସମିତିସଭ୍ୟ ଧସ୍ତାଧସ୍ତି । ଶିଶୁଭଵନ ଛକରେ ମୁହାଁମୁହିଁ । ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବା ବେଳେ ସମିତିସଭ୍ୟ ମାନଙ୍କୁ ଉଠାଇ ନେଲା ପୋଲିସ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରେ ପୋଲିସ-ସମିତିସଭ୍ୟ ଧସ୍ତାଧସ୍ତି । ଶିଶୁଭଵନ ଛକରେ ମୁହାଁମୁହିଁ । ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବା ବେଳେ ସମିତିସଭ୍ୟ ମାନଙ୍କୁ ଉଠାଇ ନେଲା ପୋଲିସ । କମ୍ ପାରିତୋଷିକ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମିତିସଭ୍ୟ । ବିଭିନ ଜିଲ୍ଲାରୁ ସମିତିସଭ୍ୟମାନେ ଆସି ରାଜଧାନୀରେ ଏକାଠି ହୋଇଥିଲେ । ସରପଞ୍ଚଙ୍କ ଠାରୁ ସେମାନଙ୍କୁ କମ ପାରିତୋଷିକ ମିଳିବାର ପ୍ରତିବାଦ ସହ ପଞ୍ଚାୟତ କାର୍ଯ୍ୟାନଳୟରେ ସେମାନଙ୍କ ପାଇଁ ଅଫିସ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.