Below header

ଆସନ୍ତା ୧୧ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ମୂଲ୍ୟାୟନ, ୩ ଦିନରେ ସାରିବାକୁ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୧ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ମୂଲ୍ୟାୟନ । ୩ ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ନିଷ୍ପତ୍ତି ହୋଇଛି । ୭ଟି ଜିଲ୍ଲାର ୯ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ହେବ । କୋଭିଡ ଗାଇଡଲାଇନ ମଧ୍ୟରେ ଖାତା ଦେଖା ହେବ । ଆସନ୍ତା ୧୦ ତାରିଖ ସକାଳ ୧୧ଟା ସମୟରେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିବେ ମୂଲ୍ୟାୟନକାରୀ ଶିକ୍ଷକ । ଅଗଷ୍ଟ ୫ ତାରିଖରେ ମାଟ୍ରକ ଅଫଲାଇନ ପରୀକ୍ଷା ଶେଷ ହେଉଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.