Browsing Tag

matric

ମାଟ୍ରିକ ପରୀକ୍ଷା: ସାହିତ୍ୟ, ଇଂରାଜୀ ପରେ ଆଜି ଗଣିତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ମାଟ୍ରିକ ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରୀକ୍ଷା । ସାହିତ୍ୟ, ଇଂରାଜୀ ପରେ ଗଣିତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୪୫ରେ ଶେଷ ହେବ । ପରିତର୍ଷ ପରି ଗଣିତ ପାଇଁ ଛାତ୍ରଛାତ୍ରୀଙ୍କୁ ୧୫ ମିନିଟର ଅଧିକ ସମୟ…

ଘୋଷଣା ହେଲା ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପାଇଁ ସମୟ ସୂଚୀ, ନଜର ପକାନ୍ତୁ

କଟକ(କେନ୍ୟୁଜ୍): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ୍, ମଧ୍ୟମା ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ।…

କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ଚାରିସ୍ତରୀୟ ସ୍କ୍ଵାର୍ଡ ଗଠନ

କେନ୍ୟୁଜ୍(ବ୍ୟୁରୋ):ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନରେ ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ । ସକାଳ ୯ଟାରୁ ୧୨ଟା ଯାଏ ପରୀକ୍ଷା ହୋଇଥିଲା । ସେଣ୍ଟର ଗୁଡିକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କୋଭିଡକୁ ଦୃଷ୍ଟିରେ ରଖି ବ୍ୟବସ୍ଥା…

ଆଜିଠାରୁ ମାଟ୍ରିକ ଅଫଲାଇନ ମୂଲ୍ୟାୟନ ଆରମ୍ଭ

(କେନ୍ୟୁଜ): ଆଜିଠାରୁ ମାଟ୍ରିକ ଅଫଲାଇନ ମୂଲ୍ୟାୟନ । ୩ଦିନ ମଧ୍ୟରେ ଶେଷ ହେବ ମୂଲ୍ୟାୟନ । ୭ଟି ଜିଲ୍ଲାର ୯ଟି କେନ୍ଦ୍ରରେ ହେବଖାତା ଦେଖା। କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀରେ ହେବ ଖାତା ଦେଖା । କୋଭିଡ ଗାଇଡ ଲାଇନ ଅନୁଯାୟୀ ୧୫ ଶହ ଶିକ୍ଷକ ଓ…

ଆସନ୍ତା ୧୧ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ମୂଲ୍ୟାୟନ, ୩ ଦିନରେ ସାରିବାକୁ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୧ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ମୂଲ୍ୟାୟନ । ୩ ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ନିଷ୍ପତ୍ତି ହୋଇଛି । ୭ଟି ଜିଲ୍ଲାର ୯ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ହେବ । କୋଭିଡ ଗାଇଡଲାଇନ ମଧ୍ୟରେ ଖାତା ଦେଖା ହେବ । ଆସନ୍ତା ୧୦ ତାରିଖ ସକାଳ ୧୧ଟା ସମୟରେ…

ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ, ନବମ ଶ୍ରେଣୀ ଖୋଲିବା ନିଷ୍ପତ୍ତି ଅଗଷ୍ଟ ୧୬ରେ ହୋଇପାରେ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ,ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରେସ ମିଟରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ସୂଚନା ।  କୋଭିଡ଼ କଟକଣା ମଧ୍ୟରେ ଖୋଲାଯିବ ସ୍କୁଲ ଓ କଲେଜ। ସକାଳ ୧୦ଟାରୁ ୧.୩୦ ଯାଏଁ ଚାଲିବ ପାଠପଢା।  ଏହ…