Below header

ଆଜିଠାରୁ ମାଟ୍ରିକ ଅଫଲାଇନ ମୂଲ୍ୟାୟନ ଆରମ୍ଭ

(କେନ୍ୟୁଜ): ଆଜିଠାରୁ ମାଟ୍ରିକ ଅଫଲାଇନ ମୂଲ୍ୟାୟନ । ୩ଦିନ ମଧ୍ୟରେ ଶେଷ ହେବ ମୂଲ୍ୟାୟନ । ୭ଟି ଜିଲ୍ଲାର ୯ଟି କେନ୍ଦ୍ରରେ ହେବଖାତା ଦେଖା। କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀରେ ହେବ ଖାତା ଦେଖା । କୋଭିଡ ଗାଇଡ ଲାଇନ ଅନୁଯାୟୀ ୧୫ ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ ।

ଏହା ସହିତ ରାଜ୍ୟର ୧୫ହଜାର ଛାତ୍ରଛାତ୍ରୀ ଦେଇଛନ୍ତି ମାଟ୍ରିକ ଅଫଲାଇନ ପରୀକ୍ଷା । ଅଗଷ୍ଟ ଶେଷ ସୁଦ୍ଧା ଫଳ ପ୍ରକାଶନ ନେଇ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.