Below header

ମୌଲାନା ଆଜାଦ ନାସନାଲ ଉର୍ଦ୍ଦୁ ୟୁନିଭରସିଟିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍) : ସ୍ୱଚ୍ଛ କଟକ, ସୁସ୍ଥ କଟକ। କଟକରେ ଆଜି ବର୍ଜ୍ୟ ବସ୍ତୁ ବିଶୋଧନାଗାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ପ୍ରତିଦିନ ୩କୋଟି ୬୦ଲକ୍ଷ ଲିଟର ବର୍ଜ୍ୟ ଜଳ ବିଶୋଧିତ ହେବ। ପ୍ରଥମେ ସିଡିଏ, ବିଡାନାସୀ ଓ ପରେ କଟକର ପ୍ରାୟ ୩ ଲକ୍ଷ ଲୋକ ଏହାଦ୍ୱାରା ଉପକୃତ ହେବେ। ୧୧୦ କୋଟି ବ୍ୟୟରେ ଏହି ଅତ୍ୟାଧୁନିକ ସିୱେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟର ନିର୍ମାଣ କରାଯାଇଛି। ଏହାସହ କଟକରେ ମୌଲାନା ଆଜାଦ ନାସନାଲ ଉର୍ଦ୍ଦୁ ୟୁନିଭରସିଟିର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.