Below header

ଏମସିଆଇ ୩ଜଣିଆ ଟିମର କୋରାପୁଟ ମେଡିକାଲ କଲେଜ ପରିଦର୍ଶନ

କୋରାପୁଟ (କେନ୍ୟୁଜ୍) : ଏମସିଆଇ ୩ଜଣିଆ ଟିମର କୋରାପୁଟ ମେଡିକାଲ କଲେଜ ପରିଦର୍ଶନ। ୩ବର୍ଷ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଅନୁମତି ପ୍ରଦାନ ପୂର୍ବରୁ ମେଡିକାଲ କଲେଜର ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଟିମ୍। ପ୍ରଥମ ଓ ୨ୟ ବର୍ଷ ପାଇଁ ପୂର୍ବରୁ ଅନୁମତି ମିଳିସାରିଥିବା ବେଳେ ୩ବର୍ଷ ପାଠ୍ୟକ୍ରମ ପାଇଁ ଅନୁମତି ଅପେକ୍ଷାରେ ରହିଛି। ଟିମର ଅନୁମୋଦନ ମିଳିଲେ ୩ୟ ବର୍ଷ ପାଇଁ ଡାକ୍ତରୀ ଛାତ୍ରଛାତ୍ରୀ ଗ୍ରହଣ କରାଯିବ। ୩ଜଣିଆ ଟିମ ମେଡିକାଲ କଲେଜର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ଆଜି ଟିମ ଫେରିଯିବାର କାର‌୍ୟ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.