Below header

ଅବ୍ୟବସ୍ଥା ଘେରରେ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ମେଡିସିନ୍

ଢେଙ୍କାନାଳ: ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ମେଡିସିନ୍ । ଅବ୍ୟବସ୍ଥା ଘେରରେ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ସବୁବେଳେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ଚର୍ଚ୍ଚାରେ ରହୁଥିବା ବେଡିକାଲଟି ପୁଣି ଏବେ ମେଡିସିନ ପାଇଁ ଚର୍ଚ୍ଚାରେ ରହିଛି । ମେଡିକାଲର ଜେନେରେଟର ରୁମରେ ଗଦାେ ହୋଇଛି ମେଡିସିନ । ଅଧିକାଂଶ ମେଡିସିନର ଏକ୍ସାପାରି ହୋଇଥିବା ବେଳେ ଏବେ ବି ଆଉ କିଛିର ଏକ୍ସପାରି ଡେଟ ବାକି ଅଛି । ସେପଟେ ଏନେଇ ମେଡିକାଲ କର୍ତ୍ତୁପକ୍ଷଙ୍କୁ କୌଣସି ସୂଚନା ମିଳି ପାରିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.