ଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ରାଜ୍ୟ ଭିନ୍ନକ୍ଷମ ଆୟୋଗ କମିଶନର

କଟକ(କେନ୍ଯୁଜ୍): ଏସସିବିରେ ଚିକିତ୍ସିତ ହେଉଥିବା ଭୁବନେଶ୍ୱରର ଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ରାଜ୍ୟ ଭିନ୍ନକ୍ଷମ ଆୟୋଗ କମିଶନର ମିନତୀ ବେହେରା । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ କମିଶନର ସନ୍ଧ୍ୟାବତୀ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅଶୋକ ମିଶ୍ର ମଧ୍ୟ ଏସସିବି ମେଡିକାଲରେ ପୀଡିତାଙ୍କୁ ଭେଟିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବା କହିଛନ୍ତି ରାଜ୍ୟ ଭିନ୍ନକ୍ଷମ ଆୟୋଗ କମିଶନର ।

Leave A Reply

Your email address will not be published.