Browsing Tag

cuttack scb

ଏସସିବି ରୁ ଧରା ହେଲେ ରକ୍ତ ଦଲାଲ, ଚାରି ଗିରଫ

କଟକ :  ରକ୍ତ ସଙ୍କଟ ବେଳେ ମାତିଛନ୍ତି ରକ୍ତ ଦଲାଲ । ଧରା ହେଲେ ରକ୍ତ ଦଲାଲ । ଏସ ସି ବି ମେଡିକାଲ କଲେଜରୁ ଚାରି ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । କେନ୍ଦ୍ରୀୟ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଅଧିକ ଟଙ୍କାରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଏକ ୟୁନିଟ ରକ୍ତ ପିଛା ୧୫୦୦ ରୁ…

ଚିକିତ୍ସାଧୀନ ଅବସ୍ଥାରେ SCBରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କଟକ (କେନ୍ୟୁଜ): କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । କଏଦୀଙ୍କ ନାମ ଅଜୟ ଦାସ। ଗତକାଲି କେନ୍ଦୁଝର ଜେଲରେ ଅଜୟ ଜୀବନ ହରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି…

SCBରେ ବିରଳ ଅସ୍ତ୍ରୋପଚାର, ପିଠିରେ ଗଳି ଛାତିରେ ବାହାରିଥିବା କାଠକୁ କାଢ଼ିଲେ ଡାକ୍ତର

କଟକ (କେନ୍ୟୁଜ): SCBରେ ବିରଳ ଅସ୍ତ୍ରୋପଚାର । ପିଠିରେ ଗଳି ଛାତି ପଟେ ବାହାରିଥିବା କାଠକୁ ସଫଳତାର ସହ ଅସ୍ତ୍ରୋପଚାର କରି ବାହାର କରିଛନ୍ତି ଏସସିବିର କାର୍ଡିଓଥୋରାସିକ୍ ସର୍ଜରୀ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ । ଗତ ରବିବାର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଇଦାଖଡି ଗାଁର କିଶୋର…

କଟକ ଏସସିବି ପରିସରରେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ (କେନ୍ୟୁଜ): ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଏସସିବି ସମ୍ପ୍ରସାରଣ ପ୍ରୋଜେକ୍ଟ ଅଞ୍ଚଳ ପରିସରରେ ଘଟିଛି ଘଟଣା। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ଠିକା ସଂସ୍ଥାର ଜଣେ ଶ୍ରମିକ ଥିବା ସୂଚନା । ମୃତ୍ୟର କାରଣ ଅସ୍ପଷ୍ଟ। ତଦନ୍ତ…

ରୋଗୀ ମୃତ୍ୟୁ ପରେ କଟକ SCBରେ ଉତ୍ତେଜନା

କଟକ SCBରେ ଉତ୍ତେଜନା। ରୋଗୀ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁୟାୟୀ ପୁରୀ ଚନ୍ଦନପୁର ଅଞ୍ଚଳର ଜଣେ ଯୁବତୀ ଙ୍କ ଦେହ ଖରାପ ହେବାରୁ ପରିବାରଲୋକେ ତାଙ୍କୁ କଟକ ବଡ଼ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ ମୃତ ଘୋଷଣା କରିଥିଲେ।…

ବିଚ୍ଛେଦ ପରେ ମିଳନ: SCBରେ ତିନିଦିନ ପରେ ଏକାଠି ହେଲେ ନବ ଦମ୍ପତି

(କେନ୍ୟୁଜ): ଟ୍ରେନ୍‌ ଦୁର୍ଘଟଣାରେ ବିଛେଦ ପରେ ମିଳନ । ୫ ଦିନ ପରେ ଏକାଠି ହେଲେ ପଶ୍ଚିମବଙ୍ଗର ନବ ବିବାହିତା ଦମ୍ପତି । କରମଣ୍ଡଳ ଟ୍ରାଜେଡିର ୩ ଦିନ ପୂର୍ବରୁ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା । ଗତ ୩୧ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ୨ ତାରିଖରେ ଉଭୟ ଟ୍ରେନରେ ଚଢିଥିଲେ । ସେମାନେ…

ସାପ ପାଇଁ ନାକେଦମ୍‌ ହେଲେ ଏସ୍‌ସିବି ହସ୍ପିଟାଲ କର୍ତ୍ତୃପକ୍ଷ, ହେଲେ କିଛି ମିଳିଲାନି

କଟକ(କେନ୍ୟୁଜ୍): ସାପ ପାଇଁ ନାକେଦମ୍‌ । ତାହା ପୁଣି କଟକ ଏସ୍‌ସିବି ହସ୍ପିଟାଲରେ । ଯାହା ପାଇଁ ନାକେଦମ୍ ଏସ୍‌ସିବି କର୍ତ୍ତୃପକ୍ଷ। କିନ୍ତୁ ସବୁଠୁ ରୋଚକ କଥା ସବୁ ପରେ ବି ସାପ କିନ୍ତୁ ଗାୟବ! ଏପଟେ ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଆସି ପହଞ୍ଚିଲେ।…

ଏସସିବିରେ ଆଜି ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ, ନର୍ସିଂ ସ୍କୁଲ ଛାତ୍ରୀଙ୍କ ବିରାଟ ଶୋଭାଯାତ୍ରା

କଟକ (କେନ୍ୟୁଜ): କଟକ ଏସସିବି ପରିସରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ। ଫ୍ଲୋରେନ୍ସ ନାଇଟାଙ୍ଗଲଙ୍କ ଜୟନ୍ତୀକୁ ସେବିକା ଦିବସ ଭାବେ ପାଳନ କରାଯାଏ। ଆଜି ଏସସିବିର ନର୍ସିଂ ସ୍କୁଲର ଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ମେଡିକାଲ ପରିଦର୍ଶନ କରିବା ସହିତ ଏକ ସଭାର ଆୟୋଜନ କରିଥିଲେ।

ବିନା ଅସ୍ତ୍ରୋପଚାରରେ ହାର୍ଟରେ ଥିବା ଛିଦ୍ରର ଚିକିତ୍ସା ! ଏସସିବିରେ ଉପଲବ୍ଧ

କଟକ(କେନ୍ଯୁଜ୍): ଏସସିବି ମେଡିକାଲ ହୃଦରୋଗ ବିଭାଗରେ ଗତକାଲି ୪ ଜଣ ଶିଶୁ ରୋଗୀ ଓ ଦୁଇଜଣ ବୟସ୍କ ବ୍ୟକ୍ତି ଏଭଳି ୬ ଜଣ ରୋଗୀଙ୍କ ହୃତପିଣ୍ଡରେ ଥିବା ଛିଦ୍ରକୁ ଡିଭାଇସ କ୍ଲୋଜର ମାଧ୍ୟମରେ ବନ୍ଦ କରାଯାଇଛି। ବିନା ଅସ୍ତ୍ରୋପଚାରରେ ହାର୍ଟରେ ଥିବା ଏହି ଛିଦ୍ରର ଚିକିତ୍ସା କରାଯାଇ ପାରିଛି।…

କଟକ: ଏସସିବି ମେଡିକାଲ କଲେଜର ବିରଳ ଟ୍ରାନ୍‌ସପ୍ଲାଣ୍ଟ, ସଫଳ ହେଲା ଆଲୋଜେନିକ ବୋନମ୍ଯାରୋ ଟ୍ରାନ୍ସପ୍ଲାଣ୍ଟେସନ

କଟକ(ବ୍ୟୁରୋ):  ବାସ୍ତବତାରେ ପରିଣତ ହେଉଛି ଏସସିବିକୁ ଏମ୍‌ସ ପ୍ଲସ୍‌ କରିବାର ଆଶା। ସଫଳତାର ସହ କଟକ ଏସସିବି ମେଡିକାଲ କଲେଜ କ୍ଲିନିକାଲ ହେମାଟୋଲୋଜି ବିଭାଗରେ ଆଲୋଜେନିକ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ ବା ଅନ୍ୟ ଜଣକ ଦେହର ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ସମ୍ଭବ ହୋଇଛି। ୨୦୧୪ ଏପ୍ରିଲରୁ…

କଟକ ଏସସିବି ବଡ ମେଡିକାଲରେ ଅଗ୍ନିକାଣ୍ଡ ଘଟିଲେ କିପରି କରିବେ ସୁରକ୍ଷା,ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଦର୍ଶିତ ହେଲା…

କଟକ(କେନ୍ୟୁଜ୍):   ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଲେ କିପରି କରିବେ ସୁରକ୍ଷା। ଏନେଇ କଟକ ଏସସିବି ବଡ ମେଡିକାଲରେ ଆକସ୍ମିକ ଅଗ୍ନିକାଣ୍ଡକୁ ଆୟତ୍ତ କରିବାର ଡେମୋ ପ୍ରଦର୍ଶିତ ହୋଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ସହ ନିଆଁ ଲିଭାଇବାର କୌଶଳ ନେଇ କର୍ମଶାଳା…

୨୦୨୪ରେ କଟକ ଏସସିିବି ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର,ବିଶ୍ୱସ୍ତରୀୟ ଚିକିତ୍ସା ହେବ ଉପଲବ୍ଧ

କଟକ(କେନ୍ୟୁଜ୍):  କଟକ ଏସସିିବି ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର । ବିଶ୍ୱସ୍ତରୀୟ ଚିକିତ୍ସା ଅନୁଷ୍ଠାନ ଭାବରେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟକାରୀ ହୋଇଛି ପ୍ରକଳ୍ପ । ଏଥିପାଇଁ ଖର୍ଚ୍ଚ ହେବ ୩୫ ଶହ କୋଟି ଟଙ୍କା । ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି…