ଏସସିବିରେ ଆଜି ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ, ନର୍ସିଂ ସ୍କୁଲ ଛାତ୍ରୀଙ୍କ ବିରାଟ ଶୋଭାଯାତ୍ରା

କଟକ (କେନ୍ୟୁଜ): କଟକ ଏସସିବି ପରିସରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ। ଫ୍ଲୋରେନ୍ସ ନାଇଟାଙ୍ଗଲଙ୍କ ଜୟନ୍ତୀକୁ ସେବିକା ଦିବସ ଭାବେ ପାଳନ କରାଯାଏ। ଆଜି ଏସସିବିର ନର୍ସିଂ ସ୍କୁଲର ଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ମେଡିକାଲ ପରିଦର୍ଶନ କରିବା ସହିତ ଏକ ସଭାର ଆୟୋଜନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.