Below header

ନବରଙ୍ଗପୁର: ମୋବାଇଲ୍‌ ଧରିବାକୁ ବାପା ମନାକରିବାରୁ ଆତ୍ମହତ୍ୟା କଲା ନାବାଳକ ପୁଅ

ନବରଙ୍ଗପୁର: ମୋବାଇଲ..ଆଜିକାଲି ସମସ୍ତଙ୍କ ମୁହଁରେ କେବଳ ଏହି ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଏବେ ଏତେ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ଯାଏଁ ତାଙ୍କ ଆଖେ ପାଖେ ରଖୁଛନ୍ତି। କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ମୋବଇଲ ବ୍ୟବହାର କରିବାକୁ କୁଣ୍ଠାବୋଧ କରିବେ।

ଘଟଣାଟି ହେଉଛି କି, ମୋବାଇଲ୍‌ ଧରିବାକୁ ମନାକରିବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଛି। ନବରଙ୍ଗପୁର ରାଇଘର ବ୍ଲକ୍‌ ଜାମଧରା ଗାଁର ନବମ ଶ୍ରେଣୀ ଛାତ୍ର ତରୁଣ ଗଣ୍ଡଙ୍କୁ ବାପା ମୋବାଇଲ୍‌ ଧରିବାକୁ ମନାକରିବାରୁ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.