Below header

IPS ଅନୁପ ସାହୁଙ୍କ ନାମରେ ଫେକ୍  ଫେସବୁକ୍ ଆକାଉଣ୍ଟ ବନାଇଲା ଦୁର୍ବୃତ୍ତ,ବନ୍ଧୁ ଅନୁରୋଧ ଗ୍ରହଣ ନକରିବା ପାଇଁ ଅନୁପଙ୍କ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ):  ପୂର୍ବତନ  ଭୁବନେଶ୍ବର ଡିସିପି ତଥା ଆଇପିଏସ ଅନୁପ ସାହୁଙ୍କ ଫେକ୍  ଫେସବୁକ୍ ଆକାଉଣ୍ଟ ବନାଇଛି  କେହି ଜଣେ ଦୁର୍ବୃତ୍ତ ।  ଖୋଦ ଅନୁପ ସାହୁ ନିଜେ ଫେସବୁକୁ  ଯୋଗେ  ଏହି ଆକାଉଣ୍ଟର ଫେକ୍ ବୋଲି କହିଛନ୍ତି।

anup sahoo

 

କେହି ଏହି ଆକାଉଣ୍ଟରୁ କେହି ବନ୍ଧୁ ଅନୁରୋଧ ଗ୍ରହଣ ନକରିବା ପାଇଁ ଅନୁରୋଧ  କରିଛନ୍ତି। ଏହି ଆକାଉଣ୍ଟରେ   ଅନୁପ ସାହୁ ଡିଆଇଜି ଅଫ୍ ଗିନିଜ ବୁକ ଅଫ୍ ରେକର୍ଡ ବୋଲି ଲେଖା ଅଛି । ଏହି ଆକାଉଣ୍ଟ ଖୋଲିଥିବା ଦୁର୍ବୃତ୍ତ ବାସ୍ତବ ଉଦେଶ୍ୟ କିଛି ଜଣା ପଡି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.