ବାଲେଶ୍ବର: ସୋର ବାରିକପୁରରେ ଗର୍ଜିଲା ବନ୍ଧୁକ, ଯୁବକଙ୍କୁ ୫ ରାଉଣ୍ଡ ଗୁଳିକରି ଫେରାର ହୋଇଗଲା ଦୁର୍ବୃତ୍ତ

ବାଲେଶ୍ବର(କେନ୍ୟୁଜ୍): ଯୁବକଙ୍କୁ ଗୁଳିମାଡ଼ ଅଭିଯୋଗ । ସୋର ବାରିକପୁର ନିକଟରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ତେବେ ଯୁବକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୫ ରାଉଣ୍ଡ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛି। ବାଲେଶ୍ୱରରୁ ଟଙ୍କା ନେଇ ଆସୁଥିବାବେଳେ ଗୁଳିମାଡ଼ ହୋଇଥିଲା। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.