ଲୋମଟାଙ୍କୁରା ହତ୍ୟାକାଣ୍ଡ: ଶୋଇଥିବା ବେଳେ ଘରେ ପଶି ଯୁବକଙ୍କୁ ହତ୍ୟା କଲେ ଦୁର୍ବତ୍ତ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ସହରରେ ବୀଭତ୍ସ ହତ୍ୟା। ଘରେ ପଶି ଯୁବକଙ୍କୁ ହତ୍ୟା କଲେ ଦୁର୍ବତ୍ତ। ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର। ଗାନ୍ଧିନଗରପଡ଼ାର ଅରବିନ୍ଦ ସିଂ ଘରେ ଶୋଇଥିବା ବେଳେ ତାଙ୍କ ଉପରେ ୨ ଜଣ ଦୁର୍ବୃତ୍ତ ଆକ୍ରମଣ କରି ହତ୍ୟା କରିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଘରେ ପଡ଼ି ରହିଛି।

balangir murder

ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.