Below header

ବ୍ରଜରାଜନଗର ଅଞ୍ଚଳରେ ପୁଣି ଗୁଳିମାଡ଼, କୁଖ୍ୟାତ ଅପରାଧୀ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷ ମୃତ

ବ୍ରଜରାଜନଗର: ବ୍ରଜରାଜନଗର ଅଞ୍ଚଳରେ ପୁଣି ଗୁଳିମାଡ଼। ଏ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ କୁଖ୍ୟାତ ଅପରାଧୀ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷ। ମଣ୍ଟୁ ବ୍ରଜରାଜନଗରରେ ଏକ ହୋଟେଲରୁ ବାହାରୁଥିବା ବେଳେ କିଛି ଦୁର୍ବୃତ୍ତ ଗୁଳି କରି ଫେରାର ହୋଇ ଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଣ୍ଟୁ ଘୋଷକୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.