ରାଜଧାନୀରେ ପୁଣି ମାତିଲେ ଲୁଟେରା, ଦିନ ଦ୍ୱିପହରେ ମାଡ ମାରିବା ସହିତ ରକ୍ତାକ୍ତ କରି ଲୁଟିନେଲେ ମୋବାଇଲ୍

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଦିନ ଦ୍ୱିପହରେ ଲୁଟିନେଲେ ମୋବାଇଲ୍‌ । ଏପରିକି ମାଡ ମାରି ରକ୍ତାକ୍ତ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।

ଘରକୁ ଫେରୁଥିବା ବେଳେ ଦିନ ପ୍ରାୟ ଗୋଟାଏ ବେଳେ କଲେଜରୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ହରପ୍ରିୟା ମହାନ୍ତି । ଚାରି ଜଣ ଦୁର୍ବୃତ୍ତ ବୁଲେଟରେ ଆସି ମାଡ ମାରି ମୋବାଇଲ୍‌ ଛଡାଇନେଇଥିବା ଅଭିଯୋଗ କରିଛନ୍ତି ହରପ୍ରିୟା । ଛାତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ କରୁଛି ଖଣ୍ଡଗିରି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.