ବଡ଼ଦାଣ୍ଡରେ ବୁଲୁଛନ୍ତି ସାଧୁ ବେଶଧାରୀ ଲୁଟେରା, ଫଳ ବ୍ୟବସାୟୀଙ୍କୁ କଲେ ଟାର୍ଗେଟ
ପୁରୀ: ପୁରୀରେ ଘଟିଛି ଅଭାବନୀୟ ଘଟଣା । ବଡ଼ଦାଣ୍ଡରେ ବୁଲୁଛନ୍ତି ସାଧୁ ବେଶଧାରୀ ଲୁଟେରା । ଗେରୁଆ ବସ୍ତ୍ର ପିନ୍ଧି ଫଳ କିଣିବା ପରେ ନିଶା ଦେଇ ଚତୁରତାର ସହ ବ୍ୟବସାୟୀଙ୍କୁ ଉଠାଇ ନେଇ ପଳାଇଛନ୍ତି ଲୁଟେରା । ଲୁଟ୍ ର ଶିକାର ହୋଇଥିବା ଫଳ ବ୍ୟବସାୟୀ ଜଣକ ହେଉଛନ୍ତି କଟକ ଜିଲ୍ଲା ବାଙ୍କି ଥାନା…