Below header

ବଲାଙ୍ଗିର କଲେଜ ଛକ ନିକଟରୁ ୫ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ବଲାଙ୍ଗିର: ମାତିଛନ୍ତି ଲୁଟେରା। ପୋଲିସକୁ ବାରମ୍ବାର ଦେଉଛନ୍ତି ଚାଲେଞ୍ଜ। ଏଭଳି ଏକ ଘଟଣା ପୁଣି ସମ୍ନାକୁ ଆସିଛି । ବଲାଙ୍ଗିରରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲାବେଳେ ଏହି ଲୁଟ୍‌ ହୋଇଛି। କଲେଜ ଛକ ADB ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ଏହି ଲୁଟ୍ ହୋଇଛି । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତନାଘନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.