ମିସେସ୍ କୁଇନ୍ ୟୁନିଭର୍ସ ପ୍ରତିଭା ପଣ୍ଡାଙ୍କୁ ଭଦ୍ରକର ସୋସିଆଲ ସର୍ଭିସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ଭଦ୍ରକ (କେନ୍ୟୁଜ୍) : ଭଦ୍ରକର ବୋହୂ ଓ ଝିଅ ଶ୍ରୀମତି ପ୍ରତିଭା ପଣ୍ଡା ଦିଲ୍ଲୀଠାରେ ଅନୁଷ୍ଠିତ ମିସେସ୍ କୁଇନ୍ ପ୍ରତିଯୋଗିତାରେ ସମଗ୍ର ଭାରତରେ ୪୬ ଜଣ ପ୍ରତିଯୋଗିତାଙ୍କ ମଧ୍ୟରୁ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତେଣୁ ତାଙ୍କୁ ସୋସିଆଲ ସର୍ଭିସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ହୋଟେଲ ଯଶୋଦା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସ୍ବାଗତ ସମ୍ବର୍ଦ୍ଧନା ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ହୋଇ ଶ୍ରୀମତି ପ୍ରତିମା ପଣ୍ଡାଙ୍କୁ ଉତ୍ତରୀୟ ମାନପତ୍ର ଏବଂ ବିଜୟ ମୁକୁଟ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.