Below header

ନିଖୋଜ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମୃତ ଯବାନ ହେଲେ ଏରସମା ଥାନା ସୋମପୁର ଅଂଚଳର ସୂର୍ଯ୍ୟକାନ୍ତ କୁଅଁର। ଗତ ୧୭ତାରିଖରୁ ସେ ହୋଇଥିଲେ ନିଖୋଜ।

ଯାଜପୁର: ଜଗତସିଂହପୁରରୁ ନିଖୋଜ ସିଆରପିଏଫ ଯବାନଙ୍କ ମୃତଦେହ ଧାନମଣ୍ଡଳ ନିକଟ ବାରୁଣାବନ୍ତ ପାହାଡ଼ ପରିସରରୁ ଉଦ୍ଧାର। ମୃତ ଯବାନ ହେଲେ ଏରସମା ଥାନା ସୋମପୁର ଅଂଚଳର ସୂର୍ଯ୍ୟକାନ୍ତ କୁଅଁର। ଗତ ୧୭ତାରିଖରୁ ସେ ହୋଇଥିଲେ ନିଖୋଜ।

ଗତକାଲି ତାଙ୍କ ବାଇକ ମିଳିଥିବା ବେଳେ ଆଜି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବଡ଼ଚଣା ପୋଲିସର ତଦନ୍ତ ଜାରି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.